Home ଓଡ଼ିଶା ସରିଲା ବରୁଣ ଧାୱନଙ୍କ ନିର୍ବନ୍ଧ

ସରିଲା ବରୁଣ ଧାୱନଙ୍କ ନିର୍ବନ୍ଧ

484

ମୁମ୍ବାଇ,୦୯/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ):ବଲିଉଡ ଅଭିନେତା ବରୁଣ ଧଓ୍ଵନ ଫିଲ୍ମ ଛଡା ଏବେ ବ୍ୟକ୍ତିଗତ ଜୀବନ ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି। ବରୁଣ ନିଜର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ନେଇ ଯଦିଓ ଅଧିକ କିଛି  କୁହନ୍ତି ନାହିଁ କିନ୍ତୁ ଅନେକ ଥର ନିଜ ସଂପର୍କ ବିଷୟରେ କହିସାରିଛନ୍ତି। ଏବେ ଖବର ଆସୁଛି ଯେ ବରୁଣ ତାଙ୍କର ଏହି ଜୀବନକୁ ନେଇ ଗୋଟିଏ ପାଦ ଆଗକୁ ବଢ଼ିସାରିଛନ୍ତି।

ମିଳିଥିବା ସୂତ୍ର ଅନୁସାରେ,  ବରୁଣ ତାଙ୍କ ପ୍ରେମିକାଙ୍କ ସହିତଗୋପନରେ ନିର୍ବନ୍ଧ କରିସାରିଛନ୍ତି। ଅବଶ୍ୟ ବରୁଣ ପୂର୍ବରୁ କହିଥିଲେ ଯେ ସେ ଏବେ ବିବାହ ବିଷୟରେ ଭାବି ନାହାନ୍ତି କିନ୍ତୁ ଏବେ ଆସିଥିବା ଏହି ଖବର ତେବେ ସତ ତାହା କହିବା ମୁସକିଲ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.