Home କୋରାପୁଟ ସଦାଶିବ ତ୍ରିପାଠୀ ଜୟନ୍ତୀ ପାଳିତ

ସଦାଶିବ ତ୍ରିପାଠୀ ଜୟନ୍ତୀ ପାଳିତ

463

କୋରାପୁଟ ୨୧-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) ଜିଲା ପ୍ରଶାସନ ଆନୁକୂଲ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ.ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ପାଳିତ ହୋଇଛି। ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର, କଫି ଉନ୍ନୟନ ବିଭାଗ ସହକାରୀ ନିର୍ଦ୍ଦେଶକ ଦୟାନିଧି ବାଘ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାର ସୋରେନ, ଜିଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା, ଅଲିଭା କୁମାର ବେହେରା, ରବି ଶତପଥି, ସାମ୍ବାଦିକ ସି.ଏଚ.ସାନ୍ତାକାର, ଅମିତାଭ ବେହେରା, ଘନଶ୍ୟାମ ରଥ, ସ୍ମାରକୀ କମିଟି ସଦସ୍ୟ ରମା ଶର୍ମା, ପ୍ରମୁଖ ଯୋଗ ଦେଇ ସଦାଶିବ ତ୍ରିପାଠୀଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.