Home Top News ଶ୍ରୀମନ୍ଦିରରେ ପତିତପାବନଙ୍କୁ ଦର୍ଶନ କଲେ ରାଜ୍ୟପାଳ ଗଣେଶୀ ଲାଲ

ଶ୍ରୀମନ୍ଦିରରେ ପତିତପାବନଙ୍କୁ ଦର୍ଶନ କଲେ ରାଜ୍ୟପାଳ ଗଣେଶୀ ଲାଲ

27

ପୁରୀ ୩-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟପାଳ ଗଣେଶୀ ଲାଲ ଆଜି ଶ୍ରୀମନ୍ଦିରକୁ ଆସି ପତିତ ପାବନଙ୍କୁ ଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ତାଙ୍କୁ ସିଂହଦ୍ୱାର ନିକଟକୁ ପାଛୋଟି ନେଇଥିଲେ। ସିଂହଦ୍ୱାର ସମ୍ମୁଖରେ ରାଜ୍ୟପାଳ ଓ ତାଙ୍କ ପରିବାର ଲୋକେ ପତିତପାବନଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନିକଟରେ ସେ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.