ସୁପ୍ରଭାତ; ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

ଅନୁଚିନ୍ତା .. କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାରଆଶୀର୍ବାଦ ଆମକୁ ଭଲ କରିପାରିବ ନାହିଁ। ସବୁ ଆମ କର୍ମ ଉପରେ ନିର୍ଭର କରେ। କର୍ମକୁ ବିଶ୍ବାସ କର, କର୍ମ ହିଁ ଭଗବାନ। ପୃଥିବୀରେ ଏମିତି କେହି ବ୍ୟକ୍ତି ନାହିଁ ଯାହାର କିଛି ସମସ୍ୟା ନାହିଁ। ଆଉ ପୃଥିବୀରେ ଏମିତି କିଛି ସମସ୍ୟା ନାହିଁ ଯାହାର କିଛି ସମାଧାନ ନାହିଁ। ଲକ୍ଷ୍ଯ ଯେତେ ଉଚ୍ଚ ହୋଇଥାଉ ନାଁ କାହିଁକି ରାସ୍ତା ସବୁବେଳେ ପାଦ ତଳେ … Continue reading ସୁପ୍ରଭାତ; ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..