Home ଜିଲ୍ଲା ପରିକ୍ରମା ଲଗ୍ନଜିତ ରାଉତ ହେଲେ ନୟାଗଡ଼ର ଉପଜିଲାପାଳ

ଲଗ୍ନଜିତ ରାଉତ ହେଲେ ନୟାଗଡ଼ର ଉପଜିଲାପାଳ

82

ନୟାଗଡ଼ ୧୧ା୯ (ଓଡିଆ ଦୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ର ନୂଆ ଉପଜିଲାପାଳ ହେଲେ ଲଗ୍ନଜିତ ରାଉତ। ଶ୍ରୀ ରାଉତ ଜଗତସିଂହପୁରରେ ବିଡିଓ ଭାବେ ଅବସ୍ଥାପିତ ଥିଲେ। ଏହା ପୂର୍ବରୁ ସେ ରଣପୁରର ବିଡିଓ ଭାବେ କାର୍ଯ୍ୟଭାର ତୁଲାଇଥିଲେ। ଏଠାରେ ଥିବା ଉପଜିଲାପାଳ ଜତେନ୍ଦ୍ର କୁମାର ସାହଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସ୍କ ଭାବେ ବଦଳି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.