Home ଓଡ଼ିଶା ରାୟକୁ ନେଇ ଖୁସି: ଅଂସାରୀ

ରାୟକୁ ନେଇ ଖୁସି: ଅଂସାରୀ

478

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟରେ ମୁସଲିମ ପକ୍ଷକାର ଇକବାଲ ଅଂସାରୀ କହିଛନ୍ତି, ଖୁସି ଯେ ଶେଷରେ ସୁପ୍ରିମକୋର୍ଟ ରାୟ ଶୁଣାଇଦେଲା।ମୁଁ ରାୟର ସମ୍ମାନ କରୁଛି।କୋର୍ଟ ରାୟ ଅନୁଯାୟୀ ବିବାଦୀୟ ୨.୭୭ ଏକର ଜମି ରାମ ଜନ୍ମଭୂମୀ ନ୍ୟାସକୁ ଦେବାକୁ କହିଥିବା ବେଳେ ମସ୍ଜିଦ୍ ନିର୍ମାଣ ପାଇଁ କେନ୍ଦ୍ର ସରକାର ଏବଂ ଉତ୍ତରପ୍ରଦେଶ ରାଜ୍ୟ ସରକାର ସୁନ୍ନି ୱାର୍କ ଅଫ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି।ସରକାର ମସ୍ଜିଦ୍ ନିର୍ମାଣ ପାଇଁ ଶୀଘ୍ର ଜମି ଦେବା ବ୍ୟବସ୍ଥା କଲେ ଆମେ ମସ୍ଜିଦ୍ ନିର୍ମାଣ କାମ ଆରମ୍ଭ କରିବୁ ବୋଲି କହିଛନ୍ତି ଇକବାଲ ଅଂସାରୀ।-ଦେବଦତ୍ତ ରଥ

ଆସିଲା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାୟ: ମୁଖ୍ୟ ବିନ୍ଦୁ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.