Home କୋରାପୁଟ ରାସ୍ତା ଦୁର୍ଘଟଣାରେ ଯୁବକଙ୍କର ମୃତ୍ୟୁ

ରାସ୍ତା ଦୁର୍ଘଟଣାରେ ଯୁବକଙ୍କର ମୃତ୍ୟୁ

45

କୋରାପୁଟ  ୧୧-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଆଇଆରବି ନିକଟରେ  ରାସ୍ତା ଦୁର୍ଘଟଣାରେ ଜଣେ ଯୁବକଙ୍କର ମ-ତ୍ୟୁ ହୋଇଯାଇଥିବା ଜଣାପଡିଛି ।କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପୁଟ ପଂଚାୟତର ଚାଟିଗୁଡା ଗ୍ରାମର  ଭାସ୍କର ତୁରୁକ(୧୯)ନାମକ ଯୁବକ ଗ୍ରାମରୁ ମଟରସାଇକେଲ ଯୋଗେ ଜୟପୁର ଯାଉଥିବା ସମୟରେ ଆଇଆରବି ନିକଟରେ ଏକ ଗାଡି ଧକ୍କା ଦେଇ ଚାଲିଯାଇଥିଲା ।ଘଟଣାସ୍ଥଳରୁ  ଲୋକମାନେ ଆହତ ଭାସ୍କରଙ୍କୁ କୋରାପୁଟ ହସପିଟାଲକୁ ନେଇଥିଲେ ।କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.