Home ଜାତୀୟ ରାମ ଜନ୍ମଭୂମୀ-ବାବ୍ରି ମସ୍‌ଜିଦ୍ ଜମି ବିବାଦର ରାୟ ଶୁଣାଇବା ପୂର୍ବରୁ ଖଣ୍ଡପୀଠକୁ ସୁରକ୍ଷା ଜେଡ୍‌+କୁ ଉନ୍ନିତ...

ରାମ ଜନ୍ମଭୂମୀ-ବାବ୍ରି ମସ୍‌ଜିଦ୍ ଜମି ବିବାଦର ରାୟ ଶୁଣାଇବା ପୂର୍ବରୁ ଖଣ୍ଡପୀଠକୁ ସୁରକ୍ଷା ଜେଡ୍‌+କୁ ଉନ୍ନିତ କରାଯାଇଛି

171

ନୂଆଦିଲ୍ଲୀ୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଅପରାହ୍ନ ୧.୩୦ ସମୟରେ ସୁପ୍ରିମ୍ କୋର୍ଟ ରାମ ଜନ୍ମଭୂମୀ-ବାବ୍ରି ମସ୍‌ଜିଦ୍ ଜମି ବିବାଦର ରାୟ ଶୁଣାଇବେ। ରାୟ ପ୍ରକାଶ ପୂର୍ବରୁ କେନ୍ଦ୍ର ସରକାର ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ସୁରକ୍ଷା ଜେଡ୍‌+କୁ ଉନ୍ନିତ କରାଯାଇଛି। ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଜଷ୍ଟିସ୍ ଏସ୍‌ଏ ବୋବ୍‌ଡ଼େ, ଡିଓ୍ଵାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌ଏ ନାଜୀର। ସେମାନଙ୍କର ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.