Home ଓଡ଼ିଶା ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

161

ଭୁବନେଶ୍ଵର,୨୧/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ସନ୍ଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତାହା ହେଲା ଏବେ ଜାତି ଓ ଆୟ ପ୍ରମାଣପତ୍ର ପାଇଁ ୟୁଜର୍ସ ଫି ଏବଂ ଆବେଦନ ଫି’ ଦେବାକୁ ପଡିବ ନାହିଁ ।  ଏହାସହ ୧୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ ବି ମିଳିଛି ।ଏହାସହ ଅବଢ଼ା ସ୍କିମ୍‌ରେ ପୁରୀରେ ୩ ବର୍ଷରେ ଖର୍ଚ୍ଚ ହେବ ୩ ହଜାର ୨୦୮ କୋଟି ଟଙ୍କା । ଚଳିତ ବର୍ଷ ଅବଢ଼ା ସ୍କିମ୍‌ରେ ଖର୍ଚ୍ଚ ହେବ ୭୧୯ କୋଟି ଟଙ୍କା । ଏହି ଯୋଜନାରେ ୩ ବର୍ଷରେ ୧୫ଟି ପ୍ରକଳ୍ପ କାର୍ଯ୍ୟ କରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.