Home Coronavirus Outbreak ରାଜ୍ୟରେ ୧୫୫ ନୂଆ ଆକ୍ରାନ୍ତ, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ

ରାଜ୍ୟରେ ୧୫୫ ନୂଆ ଆକ୍ରାନ୍ତ, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ

40

ଭୁବନେଶ୍ୱର ୨୩-୧୨ (ଓଡ଼ିଆ ପୁଅ) ରାଜ୍ୟରେ ୧୫୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮,୪୪୮ କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତ: ୧୫୫
୦-୧୮ ବର୍ଷର : ୩୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୧
– ସ୍ଥାନୀୟ ଅଞ୍ଚଳରୁ୬୪
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୧
୩- କଟକ ଜିଲ୍ଲାରୁ – ୮
୪- ଦେବଗଡ଼ ଜିଲ୍ଲାରୁ – ୭
୫- ଢେଙ୍କାନାଳ ଜିଲ୍ଲାରୁ – ୧
୬- ଗଞ୍ଜାମ ଜିଲ୍ଲାରୁ – ୪
୭- ଜଗତସିଂହପୁର ଜିଲ୍ଲାରୁ – ୨
୮- ଯାଜପୁର ଜିଲ୍ଲାରୁ – ୪
୯- ଝାରସୁଗୁଡ଼ା ଜିଲ୍ଲାରୁ – ୪
୧୦- କଳାହାଣ୍ଡି ଜିଲ୍ଲାରୁ – ୧
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨
୧୨- ଖୋର୍ଦ୍ଧାରୁ : ୮୪
୧୩- ମୟୁରଭଞ୍ଜ ଜିଲ୍ଲାରୁ – ୧
୧୪- ପୁରୀ ଜିଲ୍ଲାରୁ – ୧
୧୫- ରାୟଗଡ଼ା ଜିଲ୍ଲାରୁ – ୧
୧୬- ସମ୍ବଲପୁର ଜିଲ୍ଲାରୁ – ୧୦
୧୭- ସୁନ୍ଦରଗଡ଼ ଜିଲ୍ଲାରୁ – ୩
୧୮- State Pool: ୨୦
– ନୂଆ ସୁସ୍ଥ ହୋଇଥିଲେ୧୭୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୫୦୫୩୮୪୮
– ମୋଟ ଆକ୍ରାନ୍ତ ୧୦୫୩୫୦୪
– ମୋଟ ସୁସ୍ଛ ହୋଲେଣି ୧୦୪୩୨୧୯
– ସକ୍ରୀୟ ଆକ୍ରାନ୍ତ – ୧୭୮୪
ରାଜ୍ୟରେ କରୋନା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮,୪୪୮ କୁ ବୃଦ୍ଧି ପାଇଛି। ତେବେ
ଯାଜପୁର ଜିଲ୍ଲାର ୧୦୪ ବର୍ଷ ବୟସ୍କ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.