Home Coronavirus Outbreak ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୪୯୫ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୪୯୫ ନୂଆ ଆକ୍ରାନ୍ତ ଚିହ୍ନଟ, ୪୩୪ ମୃତ

26

ନୂଆ ଦିଲ୍ଲୀ ୨୩-୧୨ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୪୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୭୮,୨୯୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୨,୦୮,୯୨୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୬,୯୬୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୭,୬୫,୯୭୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୦୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୩୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୮,୭୫୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୩%

ଆରୋଗ୍ୟ ହୋଇଛନ୍ତି ୯୮.୪୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୩୯, ୬୯, ୭୬, ୭୭୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୦, ୧୭, ୬୭୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୬, ୮୬, ୪୩, ୯୨୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୦୫, ୭୭୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୭୨ ୧୨୯
ଆନ୍ଧ୍ରପ୍ରଦେଶ ୧୩୫୮ ୨୦୬୦୨୩୬ ୧୭୫ ୧୪୪୮୩
ଅରୁଣାଚଳ ପ୍ରଦେଶ ୨୧ ୫୫୦୨୩ ୨୮୦
ଆସାମ ୨୨୬୯ ୬୧୧୩୯୮ ୧୩୦ ୬୧୫୨
ବିହାର ୮୭ ୭୧୪୨୧୫ ୧୨୦୯୪
ଚଣ୍ଡିଗଡ଼ ୯୯ ୬୪୫୫୪ ୧୦ ୧୦୭୮
ଛତିଶଗଡ ୨୯୩ ୯୯୩୫୯୧ ୪୪ ୧୩୫୯୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୮୨
ଦିଲ୍ଲୀ ୬୨୪ ୧୪୧୬୭୮୯ ୫୮ ୨୫୧୦୨
୧୦ ଗୋଆ ୩୯୨ ୧୭୫୯୩୪ ୩୬ ୩୫୧୮
୧୧ ଗୁଜୁରାଟ ୬୩୭ ୮୧୮୦୫୧ ୪୧ ୧୦୧୦୬
୧୨ ହରିୟାଣା ୨୯୮ ୭୬୧୯୬୬ ୧୪ ୧୦୦୬୨
୧୩ ହିମାଚଳ ପ୍ରଦେଶ ୪୬୬ ୨୨୪୦୯୮ ୫୩ ୩୮୭୧
୧୪ ଜାମ୍ମୁ କାଶ୍ମୀର ୧୩୦୮ ୩୩୪୩୩୮ ୧୪୩ ୪୫୧୫
୧୫ ଝାଡଖଣ୍ଡ ୨୦୧ ୩୪୪୩୦୭ ୨୦ ୫୧୪୨
୧୬ କର୍ଣ୍ଣାଟକ ୭୧୬୭ ୨୯୫୭୭୯୯ ୨୫୩ ୩୮୨୯୯
୧୭ କେରଳ ୨୮୫୧୯ ୫୧୫୧୭୧୫ ୩୦୧୨ ୪୫୫୩୮ ୩୮୩
୧୮ ଲଦାଖ ୧୯୬ ୨୧୫୯୮ ୧୬ ୨୧୮
୧୯ ଲକ୍ଷଦୀପ ୧୦୩୫୫ ୫୧
୨୦ ମଧ୍ୟପ୍ରଦେଶ ୧୮୦ ୭୮୨୮୪୦ ୨୫ ୧୦୫୩୧
୨୧ ମହାରାଷ୍ଟ୍ର ୧୧୦୩୧ ୬୪୯୯୭୬୦ ୯୫୩ ୧୪୧୩୭୫
୨୨ ମଣିପୁର ୧୮୮ ୧୨୩୪୮୩ ୨୨ ୧୯୯୮
୨୩ ମେଘାଳୟ ୭୭ ୮୩୨୧୦ ୧୫ ୧୪୮୧
୨୪ ମିଜୋରାମ ୧୮୪୭ ୧୩୭୭୬୧ ୨୩୮ ୫୩୫
୨୫ ନାଗାଲାଣ୍ଡ ୮୩ ୩୧୩୮୭ ୭୦୧
୨୬ ଓଡ଼ିଶା ୧୬୮୩ ୧୦୪୩୨୧୯ ୧୭୪ ୮୪୪୭
୨୭ ପୁଡୁଚେରୀ ୧୪୬ ୧୨୭୩୪୦ ୧୮୮୦
୨୮ ପଞ୍ଜାବ ୩୦୫ ୫୮୭୧୧୮ ୩୬ ୧୬୬୩୫
୨୯ ରାଜସ୍ଥାନ ୨୧୮ ୯୪୬୧୧୩ ୧୮ ୮୯୬୧
୩୦ ସିକ୍କିମ୍ ୮୫ ୩୧୯୭୬ ୪୦୮
୩୧ ତାମିଲନାଡୁ ୬୯୭୯ ୨୬୯୭୯୩୯ ୬୯୫ ୩୬୬୯୯
୩୨ ତେଲେଙ୍ଗାନା ୩୬୧୦ ୬୭୨୪୪୭ ୧୯୬ ୪୦୧୭
୩୩ ତ୍ରିପୁରା ୬୮ ୮୪୦୯୪ ୮୨୮
୩୪ ଉତ୍ତରାଖଣ୍ଡ ୧୮୪ ୩୩୭୦୫୯ ୧୧ ୭୪୧୫
୩୫ ଉତ୍ତରପ୍ରଦେଶ ୨୧୬ ୧୬୮୭୬୩୩ ୧୪ ୨୨୯୧୫
୩୬ ପଶ୍ଚିମବଙ୍ଗ ୭୪୪୨ ୧୬୦୧୩୨୬ ୫୩୫ ୧୯୬୯୬
ମୋଟ ୭୮୨୯୧ ୩୪୨୦୮୯୨୬ ୬୯୬୦ ୪୭୮୭୫୯ ୪୩୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.