Home କେନ୍ଦୁଝର ଯୁବକଙ୍କ ଅକାଳ ବିୟୋଗ

ଯୁବକଙ୍କ ଅକାଳ ବିୟୋଗ

78

ହାଟଡିହି- ୮ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ଚୋରଗଡିଆ ଗ୍ରାମର ଗୋପୀନାଥ ସାହୁଙ୍କ ପୁଅ ଦିପକ କୁମାର ସାହୁ (୩୦)ଙ୍କ ଅକାଳ ବିୟୋଗ ଘଟିଛି । ସେ ଗତ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ଆନନ୍ଦପୁର କୋଭିଡ ହସପିଟାଲ ଓ ପରେ କଟକ ସ୍ଥାନାନ୍ତର ହୋଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ସେ ବାପା ମାଙ୍କ ଏକମାତ୍ର ପୁଅ ଥିବାବେଳେ ଗତ ବର୍ଷ ତାଙ୍କର ବିବାହ ହୋଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.