Home ଓଡ଼ିଶା ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୫ କୋଟି ଟଙ୍କାର ଗଞ୍ଜେଈ ଗଛ ପୋଡି

ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୫ କୋଟି ଟଙ୍କାର ଗଞ୍ଜେଈ ଗଛ ପୋଡି

65

ମାଲକାନଗିରି, ୧୫।୧୧ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ,ଏସ୍ ପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଠ୍ ଙ୍କ ନେତୃତ୍ୱରେ ଅବକାରୀ ବିଭାଗ, ପୁଲିସ ଓ ବନ ବିଭାଗ ପକ୍ଷରୁ ମାଲକାନଗିରି ଥାନାସ୍ଥ ବାପନପାଲି ଜଙ୍ଗଲ ଜମିରେ କରାଯାଇଥିବା ୩୬ ଏକର ବେଆଇନ ଗଞ୍ଜେଈ ଚାଷ ଉପରେ ଚଢଉ କରି ୫୪୦୦୦ ଟି ଗଞ୍ଜେଇ ଗଛ ଗଛ କାଟି ପୋଡି ଦେଇଛନ୍ତି। ଏହି ଗଞ୍ଜେଇ ଗଛର ମୂଲ୍ୟ ୫ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.