Home ଜିଲ୍ଲା ପରିକ୍ରମା ମହାନ୍ତିିପଡାରେ ଏକ ପେଡ୍ ମା କେ ନାମ୍

ମହାନ୍ତିିପଡାରେ ଏକ ପେଡ୍ ମା କେ ନାମ୍

2

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ମହାନ୍ତିପଡା ପଚାଂୟତରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ବାହୀ ଅଧିକାରୀ ସଙ୍ଗିତା ପାଣିଗ୍ରାହୀଙ୍କ ତତ୍ୱାବଧାନରେ ସ୍ଥାନୀୟ ସମିତିସଭ୍ୟ ନିର୍ମଳ ନାୟକ, ଆଶାମଣୀ ଉଚ୍ଚ ବିଦ୍ୟାପୀଠ ର ପ୍ରଧାନଶିକ୍ଷକ ଗଙ୍ଗାଧର ମହାନ୍ତି, କମିଟି ସଭାପତି ରାଜନାରାୟଣ ପୃଷ୍ଟି, କୁଣ୍ଡି ମହାନ୍ତିପଡା ଏମଇ ସ୍କୁଲ ସଭାପତି ମନୋଜ ବେହେରା, ରାଜୀବ ମଲ୍ଲିକ, ଶ୍ରଦ୍ଧାଞ୍ଜଳୀ ପାଣିଗ୍ରାହୀ, ଧରଣୀଧର ପୁହାଣ, ମିତାଞ୍ଜଳୀ ଧଳ, ଦେବୀଦତ ଦେଓ, ମମତା ଖମାରୀ, କନକ ଲତା ସାହୁ ପ୍ରମୁଖ ବିଦ୍ୟାଳୟ ପରିସର, ପଚାଂୟତ କାର୍ଯ୍ୟାଳୟ ପରିସରରେ ଶିଶୁ, ପେସ୍ତା ବାଦାମ, ପିଜୁଳି, ବଉଳ ଆଦି ବୃକ୍ଷରୋପଣ କରିଥିଲେ । ଗ୍ରାମ ରୋଜଗାର ସେବକ ରୋଜାଲିନ ଜେନା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.