Home ଓଡ଼ିଶା ମଶା ଧୂପରୁ ଲାଗି ଗଲା ନିଆଁ

ମଶା ଧୂପରୁ ଲାଗି ଗଲା ନିଆଁ

175

କଟକ,୨୯/୦୭,(ଓଡ଼ିଆ ପୁଅ ପି ନାଏକ): ମଶା ଧୂପରୁ ଲାଗିଲା ନିଆଁ। ଜୀବନ୍ତ ଦଗ୍ଧ ହୋଇଗଲେ ଗାଇ ଓ ଛେଳି। ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନାହାଙ୍ଗା ଗାଁର ରବୀନ୍ଦ୍ର ଦାସଙ୍କ ଗୁହାଳ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗି ୧୨ ଗାଈ ଓ ୪ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.