Home ଜିଲ୍ଲା ପରିକ୍ରମା ଭଦ୍ରକ ଡିଷ୍ଟ୍ରକ୍ଟ ସାଇକ୍ଲିଂ ଅୋସାସିଏସନ (ବିଡିସିଏ) ଦ୍ୱାରା ବିଶ୍ୱ ସାଇକ୍ଲିଂ ଦିବସ ପାଳିତ ଜିଲ୍ଲାପାଳ ଏବଂ...

ଭଦ୍ରକ ଡିଷ୍ଟ୍ରକ୍ଟ ସାଇକ୍ଲିଂ ଅୋସାସିଏସନ (ବିଡିସିଏ) ଦ୍ୱାରା ବିଶ୍ୱ ସାଇକ୍ଲିଂ ଦିବସ ପାଳିତ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଶେୁଭଚ୍ଛା ସହ ସେଚତନତାର ବାର୍ତା େଦେଲ ଜାତୀୟ ସାଇକ୍ଲିଷ୍ଟ

5

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଡିଷ୍ଟ୍ରିକ୍ଟ ସାଇକ୍ଲିଂ ଅୋସାସିଏସନ(
ବିଡିସିଏ)ର ସାଇକ୍ଲିଷ୍ଟ ମାନଙ୍କ ଦ୍ୱାରା ଆଜି ବିଶ୍ୱ ସାଇକ୍ଲିଂ ଦିବସ
ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଳା ସାଇକ୍ଲିଂ ସଂଘର ସଂପାଦକ ତଥା
ମୁଖ୍ୟ କୋଚ ମେନାରଂଜନ ବାରିକଙ୍କ ସେଂଯାଜନୋର ଅୋୟାଜିତ ଏକ
ବିରାଟ ସାଇକ୍ଲିଂ ଶୋଭାଯାତ୍ରୋର ବିଡିସିଏର ବହୁ ଜାତୀୟ ଏବଂ
ରାଜ୍ୟସ୍ତରୀୟ ସାଇକ୍ଲିଷ୍ଟ ଆଦମପୁର ମିନି ଷ୍ଟାଡିୟମରୁ ବାହାରି ପ୍ରାୟ ୨୦
କିମି ପର୍ଯ୍ୟନ୍ତ ଭଦ୍ରକ ସହର ପରିକ୍ରମା କରି ସେଚତନତାର ବାର୍ତା ଦେଇଥେôଲ ।
ସାଇକ୍ଲିଂ କର ନେିରାଗ ରୁହ , ସାଇକ୍ଲିଂ ସ୍ୱାସ୍ଥ୍ୟ ପେକ୍ଷ ଅମୃତ ସମାନ ବୋଲି
ବିଶ୍ୱ ସାଇକ୍ଲିଂ ଦିବସ ଅବସରେର ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର
ରାଉତରାୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ୍ ମେନାଜ କୁମାର
ରାଉତଙ୍କୁ ସାକ୍ଷାତ କରି ଖେଳାଳୀ ମୋନ ଶେୁଭଚ୍ଛା ମାଧ୍ୟମେର ବାର୍ତା
ଜଣାଇଛନ୍ତି । ଆଜିର ଏହି ବିଶ୍ୱ ସାଇକ୍ଲିଂ ଦିବସ ପାଳନ ଅବସରେର
ବିଡିସିଏ ତରଫରୁ ଆଦମପୁର ମିନି ଷ୍ଟାଡିୟମ ଠୋର କୋଚ ମେନାରଂଜନ
ବାରିକଙ୍କ ସେଂଯାଜନା ଏବଂ ସଭାପତି ଅପୂର୍ବ ରଂଜନ େବେହରାଙ୍କ
ଆବାହାକତ୍ୱେର ଅୋୟାଜିତ ଏକ ସଭୋର ଡେପୁଟି କେଲକ୍ଟର ତଥା
ଜିଲ୍ଲା କ୍ରିଡା ଅଧିକାରୀ ଦେବବ୍ରତ ମହାପାତ୍ର ମୁଖ୍ୟ ଅତିଥିଭୋବେ
ଯାଗ ଦେଇ ଥିଲା ମୁଖ୍ୟ ବକ୍ତାଭୋବ ପଣ୍ଡିତ ଦୈତାରୀ ମହାପାତ୍ର, ସମ୍ମାନୀତ
ଅତିଥି ଭୋବ ୟଙ୍ଗସ ୟୁନାେଇଟଡ କ୍ଲବର ଉପେଦଷ୍ଟା ପୂନର୍ଚନ୍ଦ୍ର ଖିଲାର ଓ
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାତ ଖିଲାର , ଏଡିଇଓ ଅରୁଣ ପଲ୍ଲାଇ,
ସମାଜେସବୀ ନବନ୍ୱିତା ନାୟକ ପ୍ରମୁଖ ଯୋଗ ଦେଇ ଭଦ୍ରକ ଡିଷ୍ଟ୍ରିକ୍ଟ
ସାଇକ୍ଲିଂ ଅୋସାସିଏସନର ସାଇକ୍ଲିଷ୍ଟମାନଙ୍କର ଜାତୀୟ ଓ ଅନ୍ତର୍ଜାତୀୟ
ସ୍ତରେର ସୁନ୍ଦର ପ୍ରଦଶର୍ନକୁ ଭୟଂଶୀ ପ୍ରଶଂସା କରିଥେôଲ । ସଭାପେର ମୁଖ୍ୟ
ଅତିଥିମାନଙ୍କ ଦ୍ୱାରା ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତେିଯାଗିତୋର
ଅଂଶଗ୍ରହଣ କରି ରାଜ୍ୟ ଓ ଜିଲ୍ଲାପାଇଁ ସୁନାମ ଆଣିଥିବା ସାଇକ୍ଲିଷ୍ଟ
ମନୀଷା ସାହୁ , ସସ୍ମିତା ପଣ୍ଡା, ସତ୍ୟଜିତ ଗୋଚ୍ଛାୟତ, ଆକାଶ ଯେନା, ରୁଦ୍ର
ନାରାୟଣ େବେହରା, କୋଚ ଅଜୟ ବିଶ୍ୱାସ, ମେନାଜ େପେରଇ ମାନଙ୍କୁ
ମାନପତ୍ର ଓ ଉତରୀୟ ଦେଇ ସମ୍ବଦ୍ଧ୍ୱିୀତ କରାଯାଇଥିଲା । କାର୍ଯ୍ୟକ୍ରମ ପେର
ଉପସଭାପତି ସୁଶାନ୍ତ କୁମାର ଯେନା ଧନ୍ୟବାଦ ଅପର୍ଣ କରିଥେôଲ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.