Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ହାବିଲଦାର ଓ କେନଷ୍ଟବଳ ଶାଖା ସଂଘ ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ ସମ୍ପନ୍ନ, ୧୧...

ଭଦ୍ରକ ଜିଲ୍ଲା ହାବିଲଦାର ଓ କେନଷ୍ଟବଳ ଶାଖା ସଂଘ ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ ସମ୍ପନ୍ନ, ୧୧ ତାରିଖେର ହେବ ମତଦାନ

1

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ହାବିଲଦାର ଓ କେନଷ୍ଟବଳ ଶାଖା ସଂଘର ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମୋନ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିବା େବେଳ ନିର୍ବାଚନକୁ ନେଇ ସଂଘର ସଦସ୍ୟମାନଙ୍କ ମଧ୍ୟେର ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି।ଏହି ନିର୍ବାଚନେର ସଭାପତି ପଦବୀ ପାଇଁ ହାବିଲଦାର ଖେଗନ୍ଦ୍ର ନାଥ ଦାସ, ସମ୍ପାଦକ ପଦବୀ ପାଇଁ ଉମାକାନ୍ତ ସାହାଣୀ, ଉପସଭାପତି ପଦବୀ ପାଇଁ କମଳାକାନ୍ତ ନାୟକ, କୋଷାଧ୍ୟକ୍ଷ ପଦବୀ ପାଇଁ କରୁଣାକର ମୁର୍ମୁ, ସହ-ସମ୍ପାଦକ–୧ ପଦବୀ ପାଇଁ ଲେମ୍ବାଧର ସାହୁ ଏବଂ ସହ-ସମ୍ପାଦକ–୨ ପଦବୀ ପାଇଁ ପ୍ରଭୁରଞ୍ଜନ ନାୟକ ପ୍ରାର୍ଥୀ ଭୋବ ମୈଦାନେର ଅଛନ୍ତି।ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ଉମାମଣୀ ସେଠୀ, ରଶ୍ମିତା ମହାନ୍ତି, ବିଶ୍ୱଜିତ ବିଶ୍ୱେମାହନ ପାତ୍ର, ଚକ୍ରଧର ବାରିକ ଓ ଜୀବନ କୁମାର କୁଅଁର ପ୍ରାର୍ଥୀ ଭୋବ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।ପ୍ରାର୍ଥୀମୋନ କହିଛନ୍ତି ଯେ, ସଂଘର ସମସ୍ତ ହାବିଲଦାର ଓ କେନଷ୍ଟବଳଙ୍କ ସ୍ୱାଥର୍ର ସୁରକ୍ଷା, ସେମାନଙ୍କ ସମସ୍ୟାର ସମାଧାନ ଏବଂ ସଂଘର ଉନ୍ନତି ପାଇଁ ସେମୋନ ନିଷ୍ଠାର ସହ କାର୍ଯ୍ୟ କରେିବ। ନିଃସ୍ୱାଥର୍ପର ସେବାଭାବ ଓ ସଂଘର ସାମୂହିକ ବିକାଶକୁ ଲକ୍ଷ୍ୟ ରଖି ସେମୋନ ଏହି ନିର୍ବାଚନେର ପ୍ରତିଦ୍ୱନ୍ଦ୍ୱିତା କରୁଥିବା କହିଛନ୍ତି।ଆସନ୍ତା ୧୧ ତାରିଖେର ମତଦାନ ଅନୁଷ୍ଠିତ ହେବାକୁ ଥିବା େବେଳ ସଭାପତି ପ୍ରାର୍ଥୀ ଖେଗନ୍ଦ୍ର ନାଥ ଦାସ ସେମତ ସମସ୍ତ ପ୍ରାର୍ଥୀ ଭଦ୍ରକ ଜିଲ୍ଲାର ସମସ୍ତ ହାବିଲଦାର ଓ କେନଷ୍ଟବଳଙ୍କୁ ବହୁ ସଂଖ୍ୟୋର ମତଦାନେର ଅଂଶଗ୍ରହଣ କରି ନିଜ ସମଥର୍ନ ପ୍ରଦାନ କରିବାକୁ ନେିବଦନ କରିଛନ୍ତି। ସମସ୍ତଙ୍କ ସହେଯାଗ ଓ ଆଶୀର୍ବାଦେର ବିଜୟୀ ହୋଇ ସଂଘର ସେବା କରିବାର ସେୁଯାଗ ଦେବାକୁ ସେମୋନ ଅନେୁରାଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.