ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର ସମସ୍ତ ୩୦ ଗୋଟି ଆଂଚଳିକ ସଂଘ ଓ ମହାସଂଘ ଦ୍ୱାରା ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି ଓ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ରଙ୍କ ପ୍ରତକ୍ଷ ତତ୍ୱାବଧାନରେ ଆଜିର ସମ୍ବର୍ଦ୍ଧିତ ବରେଣ୍ୟ ଅତିଥି ଡ଼ଃ. ଦିଲୀପ ରାଉତରାଏ, ଧର୍ମପତ୍ନୀ ପ୍ରୀତିଲତା ରାଉତରାଏ ବରିଷ୍ଠଙ୍କ ଜିଲ୍ଲାପାଳ ଭଦ୍ରକଙ୍କୁ ବରିଷ୍ଠ ନାଗରିକ ମାନଙ୍କର ଉତ୍ସାହ ଓ ଆବେଗ ଭରା ହୃଦୟରୁ ଜିଲ୍ଲାର ସମସ୍ତ ଆଂଚଳିକ ସଂଘର କର୍ମକର୍ତା ଓ ଉପଦେଷ୍ଟା ଓ ମହାସଂଘର ଉପଦେଷ୍ଟା କର୍ମକର୍ତା ମଣ୍ଡଳୀର ଆଡ଼ଭୋକେଟ ପର୍ଶୁରାମ ଦ୍ୱିବେଦୀ, ଚରମ୍ପା ସଂଘର ସଭାପତି ଗଗନ ବିହାରୀ ରାଉତ, ନରସିଂହ ମିଶ୍ର, ପୁରୁଣାବଜାର ସଂଘର ସଭାପତି ଡାକ୍ତର ହକିମୁଦିନ ଖାଁ,ରାମ ଚନ୍ଦ୍ର କର, ମୋକିତ ଖାଁ,ମୁନୀସମାଜର ଲକ୍ଷ୍ମୀଧର ସାହୁ,ଇରମ ସଙ୍ଘର ସଭାପତି ଗଙ୍ଗାଧର ପଣ୍ଡା,କଟଚନ୍ଦ୍ର ବେହେରା, ରାନ୍ଦିଆ ସଂଘର କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ସ୍ୱାଇଁ, ଗୌରାଙ୍ଗ ବାରିକ, ବନ୍ତ ସଂଘର ସଭାପତି ଡ଼.ସୁଧାଂଶୁ ଶେଖର ନାୟକ, ରାଣୀତାଲ ସଂଘର ସଭାପତି ଭାଗିରଥି ନାୟକ, ବାସୁଦେବପୁର ସଂଘର ଉପଦେଷ୍ଟା ବୈଲୋଚନ ଜେନା, ଧୂଷୁରୀ ସଂଘର ସଭାପତି ଚନ୍ଦ୍ରଶେଖର ନାୟକ , ସାହାଡା ସାବରଙ୍ଗ ସଂଘର ସଭାପତି ଚକ୍ରଧର ପାଣିଗ୍ରାହୀ, ଭଦ୍ରକ ସଂଘର ଭାଗବତ ତ୍ରିପାଠୀ, କୈଳାଶ ଚନ୍ଦ୍ର ପଣ୍ଡା,ବିଚିତ୍ରାନନ୍ଦ ମହାନ୍ତି ଲାୟନ୍ସକ୍ଲବ ଭଦ୍ରକାଳୀ ଡ଼ିଭାଇନର ପର୍ଶୁରାମ ଦ୍ୱିବେଦୀ, ବୈଲୋଚନ ବେଉରିଆ, ଅଗରପଡା ସଂଘ ସଭାପତି କୈଳାଶ ଚନ୍ଦ୍ର ଧଳ, ହେମନ୍ତ ସିଂ,ମହାସଂଘର ପ୍ରତାପ ନାୟକ, ଗୀତାରାଣୀ ଆଇଚ, ଘେଂଟଶ୍ୱର ସଂଘ ସଭାପତି ଅତୁଲ ପରିଡା, ରୋଟାରିକ୍ଳବ ଭଦ୍ରକ ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ,ଇଂ. ବସନ୍ତ କୁମାର ସ୍ୱାଇଁ ୧୯୮୨ଭଦ୍ରକ କଲେଜ ପୁରାତନ ଛାତ୍ର ଡ଼. ସୁଧାଂଶୁ ଶେଖର ନାୟକ, ତିହିଡି ସଂଘର ସୋମନାଥ ପାଢ଼ୀ ବିଭୂତି ଭୂଷଣ ସେନାପତି, ଜିଲ୍ଲା ମଧୁବୈଶ୍ୟ ସମାଜର ସଭାପତି, କୋଷାଧକ୍ଷ ଓ ଅର୍ଣ୍ଣପାଳ ସଂଘର ସଭାପତି ରଘୁନାଥ ସାହ, କୋଠାର ସଂଘର ଅମରେନ୍ଦ୍ର ନାୟକ ,କାଳନ୍ଦୀ ମଲ୍ଲିକ,ଭାସ୍କର ଚନ୍ଦ୍ର ନାୟକ,ବେତାଲିଗାଁ ସଂଘ ସମ୍ପାଦକ କ୍ଷୀରୋଦ ବଳ,ମଞ୍ଜୁରି ରୋଡ଼ ଭଣ୍ଡାରିପୋଖରୀ ସଂଘର ମହେଶ୍ୱର ବେହେରା, ପୂର୍ଣ୍ଣଚନ୍ଦ୍ର ଦାଶ,ବାରିକପୁର ସଂଘର ଜଗନ୍ନାଥ ନାୟକ,ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଭାଗିରଥି ନନ୍ଦଶର୍ମା, ସମେତ ଶତାଧିକ ବରିଷ୍ଠ ନାଗରିକ ମାନଙ୍କ ଉପସ୍ଥିତରେ ବିଦାୟୀ ଜିଲ୍ଲାପାଳ ଙ୍କୁ ଉଛ୍ୟସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ ସମ୍ବର୍ଦ୍ଧନା ସଭାର ସଂଚାଳନ କରିଥିବା ବେଳେ ରାଧାରାଣୀ ମହାପାତ୍ର ଅତିଥି ଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ। ବରେଣ୍ୟ ଅତିଥି ଙ୍କ ସମେତ ଉପସ୍ଥିତ ଶତାଧିକ ବରିଷ୍ଠ ନାଗରିକ ମାନଙ୍କୁ ଧୀରେନ୍ଦ୍ର କୁମାର ସାହୁଙ୍କ ପରିଚାଳନାରେ ଛେନାପୋଡ଼ର ବଂଟନ ସମସ୍ତ ବରିଷ୍ଠ ମାନଙ୍କରଆକର୍ଷଣୀୟ ହୋଇଥିଲା, ଶେଷରେ ମହାସଂଘର କୋଷାଧକ୍ଷ ବିଜୟ କୁମାର ସେନାପତି ଧନ୍ୟବାଦ ଦେଇଥିଲେ।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ଓ ଆଂଚଳିକ ସଂଘ ତରଫରୁ ପୂର୍ବତନ ଜିଲ୍ଲାପାଳଙ୍କୁ ଅବସରକାଳୀନ...







