Home Coronavirus Outbreak ଭଦ୍ରକରେ ନୂଆ ୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକରେ ନୂଆ ୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

32

ଭଦ୍ରକ, ୨୩ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଜିଲ୍ଲାରୁ ଆଉ ୬୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୬୫୩୦। ସେହିପରି ମୋଟ ସୁସ୍ଥ ହୋଇଛନ୍ତି ୬୦୩୨ଜଣ। ମୋଟ ୧ ଲକ୍ଷ ୧୩ହଜାର ୩୪ଜଣଙ୍କ ନମୁନା ପରୀକ୍ଷା ପରେ ଜିଲ୍ଲାରୁ ଏହି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତ ୪୮୨ଜଣ ରହିଛନ୍ତି। ଚିହ୍ନଟ ୬୮ଜଣଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ୩ଜଣ, ବାସୁଦେବପୁର ପୌରପାଳିକାର ଜଣେ, ଭଦ୍ରକ ବ୍ଲକର ୪ଜଣ, ଭଦ୍ରକ ପୌରପାଳିକାର ୩ଜଣ, ବନ୍ତ ବ୍ଳକର ୨୩ଜଣ, ଚାନ୍ଦବାଲି ବ୍ଳକର ୯ଜଣ, ଚାନ୍ଦବାଲି ଏନ୍‌ଏସିର ୫ଜଣ, ଧାମନଗର ବ୍ଲକର ୨ଜଣ, ତିହିଡି ବ୍ଲକର ୧୮ଜଣ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.