Home ଓଡ଼ିଶା ଟ୍ରେନ ଲାଇନରେ କଟି ଛାତ୍ର ମୃତ

ଟ୍ରେନ ଲାଇନରେ କଟି ଛାତ୍ର ମୃତ

61

ଭଦ୍ରକ, ୨୩ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ରାଉତପୁର ଗ୍ରାମର ଧନେଶ୍ୱର ମାହୁନ୍ତଙ୍କ ପୁଅ ଚନ୍ଦ୍ରକାନ୍ତଙ୍କର ଟ୍ରେନ ଲାଇନ କଟି ମୃତ୍ୟୁ ହୋଇଛି। ଚନ୍ଦ୍ରକାନ୍ତ ଦଶମ ଶ୍ରେଣୀର ଛାତ୍ର ଥିଲେ। ଗତକାଲି ସଂଧାରେ ଟ୍ୟୁସନ ଯାଇ ଆଉ ଫେରିନଥିଲେ। ପରେ ବହୁ ଖୋଜାଖୋଜି କରିବା ପରେ ଘରଠାରୁ ୨କିଲୋମିଟର ଦୂର ମାଣିପୁର ଲେବଲକ୍ରସିଂ ନିକଟରେ ମୃତଦେହ ପାଇଥିଲେ। ଘଂଟେଶ୍ୱର ଫାଣ୍ଡି ପୁଲିସ ପହଂଚି ଶବ ବ୍ୟବଚ୍ଛେଦ କରାଇଛନ୍ତି। ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ରାଉତପୁର ଗ୍ରାମର ଧନେଶ୍ୱର ମାହୁନ୍ତଙ୍କ ପୁଅ ଚନ୍ଦ୍ରକାନ୍ତଙ୍କର ଟ୍ରେନ ଲାଇନ କଟି ମୃତ୍ୟୁ ହୋଇଛି। ଚନ୍ଦ୍ରକାନ୍ତ ଦଶମ ଶ୍ରେଣୀର ଛାତ୍ର ଥିଲେ। ଗତକାଲି ସଂଧାରେ ଟ୍ୟୁସନ ଯାଇ ଆଉ ଫେରିନଥିଲେ। ପରେ ବହୁ ଖୋଜାଖୋଜି କରିବା ପରେ ଘରଠାରୁ ୨କିଲୋମିଟର ଦୂର ମାଣିପୁର ଲେବଲକ୍ରସିଂ ନିକଟରେ ମୃତଦେହ ପାଇଥିଲେ। ଘଂଟେଶ୍ୱର ଫାଣ୍ଡି ପୁଲିସ ପହଂଚି ଶବ ବ୍ୟବଚ୍ଛେଦ କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.