Home ଅପରାଧ ବେକରେ ରଶି ଲଗାଇ ଯୁବକର ଆତ୍ମହତ୍ୟା

ବେକରେ ରଶି ଲଗାଇ ଯୁବକର ଆତ୍ମହତ୍ୟା

159

ଭୁବନେଶ୍ୱର/ଯାଜପୁର୫ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଂଚାୟତର ଭକଣ୍ଡରୀ ଗ୍ରାମର ଜମ୍ବୁ ମଳିକଙ୍କ ପୁଅ ବିଚିତ୍ର(୩୨) ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ବିଚିତ୍ର ଘରେ ରଶି ଲଗାଇବା ପରେ ଏହା ପରିବାର ଲୋକେ ଦେଖି ତାକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ୯/୧୯ ରୁଜ୍ଜୁ କରି ଶବ ବ୍ୟବଚ୍ଛ୍ୟେଦ କରାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.