Home ଜିଲ୍ଲା ପରିକ୍ରମା ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଯୋଗଦାନ

ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଯୋଗଦାନ

30

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ତେସିଙ୍ଗା ପଞ୍ଚାୟତ ସ୍ଥିତ କୁଶଗଡିଆ ଗ୍ରାମର ଶନିଶ୍ଚର ମନ୍ଦିରର ବାର୍ଷିକ ଉତ୍ସବ ଓ ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ ଘନ୍ୟାାମ ନାୟକଙ୍କ ପୂର୍ଣ୍ଣାବ ପ୍ରତିମୂର୍ତ୍ତିର ଶୁଭ ଉଦ୍‌ଘାଟନ ଓ କୁଲଣା ଗ୍ରାମର ବରିଷ୍ଠ ନେତା ସ୍ୱର୍ଗତଃ କମଳାକାନ୍ତ ନାୟକଙ୍କ ଏକାଦଶାହ କ୍ରିୟରେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ । ଏଥିରେ ବ୍ଲକ୍ ଅଧ୍ୟକ୍ଷ ସୁମତୀ ସେଠୀ, ବ୍ଲକ୍ ସଭାପତି ତଥା ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ବରିଷ୍ଠ ନେତୃତ୍ୱ କୁଶ ନନାଙ୍କ ସମେତ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ସ୍ଥାନୀୟ ନେତୃତ୍ୱ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.