Home କୋରାପୁଟ ବିଜେଡିର ବ୍ଲକସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ

ବିଜେଡିର ବ୍ଲକସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ

100

କୋରାପୁଟ ୨୬-୦୯(ଓଡିଆ ପୁଅ /ରଂଜନ କୁମାର ଦାସ୍ର)କୋରାପୁଟ ଜିଲ୍ଲାରେ ବିଜେଡିର ସଭ୍ୟସଂଗ୍ରହ କାର୍ଯ୍ୟକ୍ରମର ତଦାରଖ କରିବା ନିମନ୍ତେ ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରହୀ ବ୍ଲକସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ।କୋରାପୁଟ ମ୍ୟୁନସିପାଲଟି ନିମନ୍ତେ ସୁରେଶ ପଟନାୟକ ଓ ଅଶୋକ ଷଣ୍ଢ .ଜୟପୁର ମ୍ୟୁନସିପାଲଟି ନିମନ୍ତେ ମନୁ ସାଗର ,ସୁନାବେଡା ମ୍ୟୁନସିପାଲଟି ନିମନ୍ତେ ରିତା ପାଣିଗ୍ରାହୀ ଓ ସତ୍ୟଭାମା ପାଢୀ ,କୋଟପାଡ ଏନଏସି ନିମନ୍ତେ ସୂର୍ଯ୍ୟ ନାରାୟଣ ରଥ ଓ ରଞିତ ପାତ୍ର ,ସେମିଲିଗୁଡା ବ୍ଲକ ନିମନ୍ତେ ଭରତ ମଲ୍ଲିକ ଓ ଅନ୍ତରାମ ମାଟାମ ,ପଟ୍ଟାଙ୍ଗୀ ବ୍ଲକ ନିମନ୍ତେ ଲକ୍ଷ୍ଣଣ ପାଢୀ ଓ ଶିବରାମ ମୁଦୁଲି ,ନନ୍ଦପୁର ବ୍ଲକ ନିମନ୍ତେ ଭଗବାନ ପେଣ୍ଠିଆ ଓ ନାରସୁଲ କାମୁଡି ,କୋରାପୁଟ ବ୍ଲକ(ପଟ୍ଟାଙ୍ଗୀ ବିଧାନସଭା ମଣ୍ଡଳ)ନିର୍ମଳ ମହାନ୍ତି ଓ ରାମ ପୂଜାରୀ ,କୋରାପୁଟ ବ୍ଲକ(କୋରାପୁଟ ବିଧାନସଭା ମଣ୍ଡଳ)ଉତ୍କଳ ରଞନ ନାୟକ ଓ ଅଶ୍ୱିନୀ ସାହୁ ,ଲମତାପୁଟ ବ୍ଲକ ନିମନ୍ତେସାଥିରାମ ନାୟକ ଓ ତ୍ରିଲଚନ ଜେନା ,ବୈପାରୀଗୁଡା ବ୍ଲକ(କୋରାପୁଟ ବିଧାନସଭା ମଣ୍ଡଳ) ଦୁର୍ଗା ମିଶ୍ର ଓ ଶଶି ପଟନାୟକ ,ଦଶମନ୍ତପୁର ବ୍ଲକ ନିମନ୍ତେବିଦ୍ୟାଧର ସାହୁ ଓ ପିଟୁଂ ସାହୁ , ଲକ୍ଷ୍ମିପୁର ବ୍ଲକ ନିମନ୍ତେ ରଘୁରାମ ମାଛ ଓ ଇ.ନାରାୟାଣ ,ନାରାୟାଣପାଟଣା ବ୍ଲକ ନିମନ୍ତେ କୁନି ଅଧିକାରୀ ଓ ପ୍ରସାଦ ଖରା ,ବନ୍ଧୁଗାଁ ବ୍ଲକ ନିମନ୍ତେ ଲଲିତା ପରିଡା ଓ କୋଟେଶ୍ୱର ରାଓ ,ବୋରିଗୁମ୍ମା ବ୍ଲକ(ଜୟପୁର ବିଧାନସଭା ମଣ୍ଡଳ)ଗୁପ୍ତ ଦିଶାରୀ ,ଜୟପୁର ବ୍ଲକ ନିମନ୍ତେ ଇଶ୍ୱର ବାଘ ,କୁନ୍ଦ୍ରା ବ୍ଲକ ନିମନ୍ତେ ପ୍ରଶାନ୍ତ ମହାନ୍ତି ଓ କେଶବ ପଣ୍ଡା ,କୋଟପାଡ ବ୍ଲକ ନିମନ୍ତେ ବିରେନ ବିଷୋୟୀ ଓ ଆରିଫ ପଟେଲ ,ବୋରିଗୁମ୍ମା ବ୍ଲକ(କୋଟପାଡ ବିଧାନସଭା ମଣ୍ଡଳ)ସୁଧିର ମହାନ୍ତି ଓ ଟିକି ସ୍ୱାଇଁ , ବୈପାରୀଗୁଡା ବ୍ଲକ(କୋଟପାଡ ବିଧାନସଭା ମଣ୍ଡଳୀ)ସନାତନ ଦାଶ ଓ ତ୍ରୀପତି ମହାନ୍ତି ପ୍ରମୁଖଙ୍କୁ ନିଯୁକ୍ତ କରାଯାଇଥିବା ଜିଲ୍ଲା ବିଜେଡି ସଭାପତି ଶ୍ରୀ ପାଣିଗ୍ରାହୀ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.