Home ଜିଲ୍ଲା ପରିକ୍ରମା ବିଚାର ବଭାଗୀୟ ହଲିଡେ ହୋମ୍ ଉଦଘାଟିତ

ବିଚାର ବଭାଗୀୟ ହଲିଡେ ହୋମ୍ ଉଦଘାଟିତ

94

ପୁରୀ, ୨୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀରେ ବିଚାର ବିଭାଗ ହଲିଡେ ହୋମ୍ ଆନନ୍ଦ ନୀଳୟ ଉଦଘାଟିତ ହୋଇଛି। ଓଡିଶା ହାଇକୋର୍ଟ ବିଚାରପତି ଚିତରଞ୍ଜନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଜିଲ୍ଲା ଜଜ୍ ବିଦ୍ୟୁତ୍ କୁମାର ମିଶ୍ର, ଜିଲ୍ଲାପାଳ ବଲବନ୍ତ ସିଂ, ଭିଜିଲାନ୍ସ ରେଜିଷ୍ଟ୍ରର ଲଳିତ କୁମାର ଦାସ, ଆରକ୍ଷୀ ଅଧୀକ୍ଷକ ଡଃ ଉମାଶଙ୍କର ଦାଶ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମହୋଦଧି ନିବାସ ନିକଟରେ ଉଦଘାଟିତ ଆନନ୍ଦ ନୀଳୟ ଅଧିନସ୍ଥ ବିଚାର ବିଭାଗୀୟ କର୍ମଚାରୀଙ୍କ ପାଇଁ ସହାୟକ ହେବବୋଲି ବିଚାରପତି ଶ୍ରୀ ଦାସ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.