Home କେନ୍ଦ୍ରାପଡ଼ା ବଳରାମ ସୁଆରଙ୍କ ବାଡିରେ ଦୁଷ୍ପାପ୍ର‌୍ୟ ପାରିଜାତ ପୁଷ୍ପ

ବଳରାମ ସୁଆରଙ୍କ ବାଡିରେ ଦୁଷ୍ପାପ୍ର‌୍ୟ ପାରିଜାତ ପୁଷ୍ପ

177

କେନ୍ଦ୍ରାପଡ଼ା ୨୭ ଜୁଲାଇ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସେବାୟତ ତଥା ବଳଦେବଜୀଉ ମନ୍ଦିର ଟ୍ରଷ୍ଟବୋର୍ଡର ସଦସ୍ୟ ବଳରାମ ସୁଆରଙ୍କ ବଡମଙ୍ଗଳାସ୍ଥିତ ବାସଭବନ ପରିସରରେ ଥିବା ବାଡିରେ ଏକ ଦୁଷ୍ପାପ୍ର‌୍ୟ ଓ ଦୁର୍ମୁଲ୍ୟ ପାରିଜାତ ପୁଷ୍ପ ଫୁଟିଛି। ସେହି ଫୁଲଟିକୁ ବାଡିରୁ ତୋଳାଯାଇ ଆଜି ସନ୍ଧ୍ୟାରେ ଶ୍ରୀଜୀଉଙ୍କ ମନ୍ଦିରକୁ ପଠାଯାଇଛି। ସେହି ଦୁଷ୍ପ୍ରାପ୍ୟ ପାରିଜାତ ପୁଷ୍ପଟି ଶ୍ରୀଜୀଉଙ୍କୁ ଅର୍ପଣ କରାଯିବ ବୋଲି ଶ୍ରୀ ସୁଆର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.