Home ଓଡ଼ିଶା ବଡ଼ ପରଦାରେ ‘ଜଜମେଣ୍ଟାଲ ହୈ କ୍ୟା’

ବଡ଼ ପରଦାରେ ‘ଜଜମେଣ୍ଟାଲ ହୈ କ୍ୟା’

141

ମୁମ୍ବାଇ,୨୬/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବଡ଼ ପରଦାରେ ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଜଜମେଣ୍ଟାଲ ହୈ କ୍ୟା’ । ଏଥିରେ କଙ୍ଗନା ରଣାୱତ ଓ ରାଜକୁମାର ରାଙ୍କଓ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି । ପ୍ରକାଶ କୋମେଲାମୁଡି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ଷ୍ଟୋରି ରହିଛି ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.