Home ଓଡ଼ିଶା ବଜ୍ରାଘାତରେ ଜଣଙ୍କ ମୃତ୍ୟୁ

ବଜ୍ରାଘାତରେ ଜଣଙ୍କ ମୃତ୍ୟୁ

725

ବୌଦ୍ଧ,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ବୌଦ୍ଧ ଜିଲ୍ଲା ବନ୍ଧାପଥର ଗାଁ ରେ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ,  ଚାଷ ଜମିକୁ ଯାଇଥିବା ସମୟରେ  ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.