Home ଜିଲ୍ଲା ପରିକ୍ରମା ପୁରୀ ସମୁଦ୍ର କୂଳରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ିଗଲେ, ୨ ଉଦ୍ଧାର ଜଣେ ନିଖୋଜ

ପୁରୀ ସମୁଦ୍ର କୂଳରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ିଗଲେ, ୨ ଉଦ୍ଧାର ଜଣେ ନିଖୋଜ

95

ପୁରୀ ୧୬-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୩ ପର୍ଯ୍ୟଟକ। ସେଥି ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଉ ଜଣେ ନିଖୋଜଙ୍କୁ ଖୋଜା ଚାଲିଛି। ଉଦ୍ଧାର ହୋଇ ଥିବା ଦୁଇ ପର୍ଯ୍ୟଟକ ହେଲେ ନିଶାନ୍ତ ଗୋୟଲ ଓ ହିମାଂଶୁ କୁମାର। ଏହି ଦୁଇ ପର୍ଯ୍ୟଟକ ହେଉଛନ୍ତି ଝାଡ଼ଖଣ୍ଡର ଦୁଲତିନ ଗାଁଞ୍ଜା ଅଂଚଳର। ଉଚ୍ଚ ଜୁଆର ଯୋଗୁଁ ପର୍ଯ୍ୟଟକମାନେ ସମୁଦ୍ର ଗାଧୋଇବା ବେଳେ ପାଣି ଭିତରକୁ ଚାଲି ଯାଇଥିଲେ। ତେବେ ବିଚରେ ଥିବା ଲାଇଫ ଗାର୍ଡମାନେ ଉଦ୍ଧାର କରିଥିଲେ। ତେବେ ନିଖୋଜ ଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ବାଲେଶ୍ଵରର ବଂଶୀଧର ବେହେରା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.