Home ଓଡ଼ିଶା ପୁରୀ ପାଇଁ ୨୬୫ କୋଟି

ପୁରୀ ପାଇଁ ୨୬୫ କୋଟି

236

ଭୁବନେଶ୍ଵର,୦୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ପୁରୀର ବିକାଶ ପାଇଁ ଆଜି  ୨୬୫କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହୋଇଛି । ୨୬୫କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅବଢ଼ା ଯୋଜନାରେ ୫ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ହେବ । ପୁରୀରେ ୧୨୫୦ଟି ଦୋକାନ ଘର ହେବ । ପୁରୁଣା ଜେଲ ପରିସର, ଯାତ୍ରୀକା ଓ ମ୍ୟୁନିସପାଲଟି ମାର୍କେଟରେ ଦୋକାନ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.