Home ଜିଲ୍ଲା ପରିକ୍ରମା ପାରିବାରିକ ସମସ୍ୟାର ସଫଳ ସମାଧାନ

ପାରିବାରିକ ସମସ୍ୟାର ସଫଳ ସମାଧାନ

28

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଭଦ୍ରକ ସମ୍ମୁଖ କାର୍ଯ୍ୟାଳୟରେ ଗୋଟିଏ ପାରିବାରିକ ସମସ୍ୟାର ସଫଳ ସମାଧାନ ହୋଇପାରିଛି । ଦରଖାସ୍ତକାରିଣୀ ମାମୁନୀ ନାୟକ ତାଙ୍କର ପାରିବାରିକ କଳହ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସମ୍ମୁଖ କାର୍ଯ୍ୟାଳୟରେ ଅଭିଯୋଗ ଦେବାପରେ , ସମ୍ମୁଖ କାର୍ଯ୍ୟାଳୟର ରିଟେନର ଉଭୟ ପକ୍ଷଙ୍କୁ ଡ଼କାଇ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ଶ୍ରୀମତୀ ନେହା ଅଗ୍ରୱାଲଙ୍କ ଉପସ୍ଥିତିରେ ସମାଧାନ କରାଇଥିଲେ । ଉଭୟ ପକ୍ଷ ଆଗକୁ ଶାନ୍ତିପୂର୍ଣ୍ଣ ଭାବେ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.