Home ଓଡ଼ିଶା ପାଦେ ଆଗକୁ ବଢ଼ିଲେ ଲାଲବାହିନୀ

ପାଦେ ଆଗକୁ ବଢ଼ିଲେ ଲାଲବାହିନୀ

775

ମାଲକାନଗିରି,୧୧/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ମାଓବାଦୀଙ୍କ ଆଉ ଏକ ନୂଆ ରଣନୀତି । ସୁରକ୍ଷା ପାଇଁ ପ୍ରଥମ କରି ଆଇକାର୍ଡ ବ୍ୟବସ୍ଥା ଆରମ୍ଭ କରିଛି ମାଓ ସଂଗଠନ । ୨ ଶହ ଫାଟର କମାଣ୍ଡୋଙ୍କୁ ଏହି ସ୍ୱତନ୍ତ୍ର ପରିଚୟପତ୍ର ଦିଆଯାଇଛି । ଏଥିରେ ଲେଖା ରହିଛି ନିଜ ନିଜର ସମସ୍ତ ପରିଚୟ ଜାଣିବା ପାଇଁ ଏହା ବ୍ୟବହାର କରିବାକୁ ବାଧ୍ୟ ।

ଏହା ସହ ସେଣ୍ଟ୍ରାଲ କମିଟି ସଦସ୍ୟଙ୍କ ପାଇଁ ଏହା ବ୍ୟବହାର କରିବାକୁ ବାଧ୍ୟ । ଏହା ସହ ସେଣ୍ଟ୍ରାଲ କମିଟି ମେମ୍ବରଙ୍କ ପାଇଁ ୪ ଟାୟାର ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି । ଏହି ଫାଟର କମାଣ୍ଡୋ ମାନଙ୍କୁ ସ୍ପେଶାଲ ଟ୍ରେନିଂ ଦିଆଯାଇଛି । ମାଓ କ୍ୟାମ୍ପରେ ପୋଲିସ ବିଭିନ୍ନ ରୂପରେ ପ୍ରବେଶ କରୁଥିବା ବେଳେ ଏହାର ମୁକାବିଲା ପାଇଁ ଏପରି ରଣନୀତି ଆପଣେଇଛନ୍ତି ମାଓବାଦୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.