Home ଓଡ଼ିଶା ପାଠ ପଢ଼ିବାକୁ ଯାଇ ଛାତ୍ର ନିଖୋଜ

ପାଠ ପଢ଼ିବାକୁ ଯାଇ ଛାତ୍ର ନିଖୋଜ

550

ବାଲେଶ୍ଵର,୨୭/୧୦,(ଓଡ଼ିଆ ପୁଅ ପି ନାୟକ): ଟ୍ୟୁସନ ଯାଇ ନିଖୋଜ ହୋଇଛି ବାଳକ । ଏହି ଘଟଣା ଆଜି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଟଣଙ୍କା ଗାଁ ରେ ଦେଖିବାକୁ ମିଳିଛି । ତେବେ ଅଭିଯୋଗ ଅନୁସାରେ, ଉକ୍ତ ଗାଁ ର ପ୍ରଭାକର ନାୟକଙ୍କ ପୁଅ ସତ୍ୟନାରାୟଣ ଟ୍ୟୁମର ଯାଇଥିଲେ । ହେଲେ ଟ୍ୟୁମର ସରିବା ପରେ ମଧ୍ୟ ସେ ଘରକୁ ଫେରିନଥିଲେ । ପରେ ବାପା ମା ଚାରିଆଡ଼େ ଖୋଜାଖୋଜି କରିବା ପରେ ବି ଏ ଯାଏଁ ସଭ୍ୟଙ୍କର କିଛି ପତ୍ତା ମିଳିନାହିଁ । ବାଧ୍ୟ ହୋଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ସତ୍ୟ କୁଆଡେ ପଳେଇଛନ୍ତି କି କିଏ ତାଙ୍କୁ ଅପହରଣ କରିଛି ତାହା ଏବେ ବି ସନ୍ଦେହ ଘେରରେ ରହିଛି । ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.