Home ଜିଲ୍ଲା ପରିକ୍ରମା ପାଟୁଳି ପଞ୍ଚାୟତରେ ବୁଥ୍ ଓ ଅର୍ଗାନାଇଜିଂ ବୈଠକ

ପାଟୁଳି ପଞ୍ଚାୟତରେ ବୁଥ୍ ଓ ଅର୍ଗାନାଇଜିଂ ବୈଠକ

17

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସ୍ଥିତ ପାଟୁଳି ପଞ୍ଚାୟତରେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ପରାମର୍ଶ କ୍ରମେ ବୁଥ୍ ମିଟିଂ ଓ ଅର୍ଗାନାଇଜିଂ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଭଣ୍ଡାରିପୋଖରୀ ବ୍ଲକ୍ ସଭାପତି ଲକ୍ଷ୍ମୀଧର ସାହୁଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ୍ ଉପାଧ୍ୟକ୍ଷ ପ୍ରଣତିକାନ୍ତ ସାମଲ, ସରପଞ୍ଚଙ୍କ ପ୍ରତିନିଧି ନିଳାମ୍ବର ରାଉତ, ପଞ୍ଚାୟତ ସଭାପତି ଅଭୟ ବେହେରା, ହେମନ୍ତ ଜେନା, ସଂଗ୍ରାମ ସାହୁଙ୍କ ସମେତ ପଞ୍ଚାୟତ ସ୍ତରୀୟ ସମସ୍ତ ମହିଳା, ଯୁବ ଓ ଛାତ୍ର ନେତୃତ୍ୱ ଉପସ୍ଥିତିରେ ଏକ କମିଟି ଗଠନ କରାଗଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.