Home କେନ୍ଦୁଝର ପରୀକ୍ଷାଫଳକୁ ନେଇ ଅସନ୍ତୋଷ

ପରୀକ୍ଷାଫଳକୁ ନେଇ ଅସନ୍ତୋଷ

291

ହାଟଡିହି ୨୯ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତବର୍ଷ ମାଟ୍ରିକ ରେଜାଲ୍ଟକୁ ନେଇ ନାନା ଅଭିଯୋଗ ହେଉଛି । ଅନେକ ପରୀକ୍ଷାର୍ଥି ଶତକଡା ୯୦ଭାଗରୁ ଅଧିକ ନମ୍ବର ରଖିବାକୁ ଆଶାୟୀ ଥିବାବେଳେ ସେମାନେ ଖାତାଦେଖାରେ ଭୁଲର ଶୀକାର ହୋଇଥିବା ଅଭିଯୋଗ କରିଛନ୍ତି । ସେମାନେ ରିଚେକିଂ କରିବାକୁ ନିଷ୍ପତି ନେଇଥିବା ତାଙ୍କ ଅଭିଭାବକମାନେ ପ୍ରକାଶ କରିଛନ୍ତି । ବିଶେଷକରି ଅଧିକାଶଂ ଭଲ ଛାତ୍ରଛାତ୍ରୀ ମାନେ ଗଣିତ, ଇଂରାଜି ଓ ବିଜ୍ଞାନରେ ୯୦ରୁ ଉର୍ଦ୍ଧ ମାର୍କ ରଖିଥିବାବେଳେ ଓଡିଆ, ଇତିହାସ ଓ ଭୁଗୋଳରେ ଅନେକ ଛାତ୍ରଛାତ୍ରୀଙ୍କୁ କମ ମାର୍କ ଦିଆଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ରିଚେକିଂ କଲେ ସେମାନଙ୍କ ମାର୍କ ନିଶ୍ଚିତ ବଢ଼ିବ ବୋଲି ଛ।।ତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.