Home ଜିଲ୍ଲା ପରିକ୍ରମା ପଠାଣି ସାମନ୍ତ ମେଧାବୃତି ପାଇଲେ ସାଇସିଦ୍ଧି

ପଠାଣି ସାମନ୍ତ ମେଧାବୃତି ପାଇଲେ ସାଇସିଦ୍ଧି

3

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ସାଇସିଦ୍ଧି ପୁହାଣ ପଠାଣି ସାମନ୍ତ ମେଧାବୃତି ପରୀକ୍ଷାରେ ସଫଳତା ଲାଭ କରିଛନ୍ତି । ସେ ୫୩. ୭୫ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ ପଣ୍ଡାଙ୍କ ସମେତ ଗୁରୁଜୀ ଗୁରୁମା ଏବଂ ଟ୍ୟୁସନ ଶିକ୍ଷକ ସତ୍ୟ ନାରାୟଣ ରାଉତଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୁରୁଷଣ୍ଢ ଗ୍ରାମର ବିଶ୍ୱଜିତ୍ ପୁହାଣ ଏବଂ ମାତା ସରସ୍ୱତୀ ପୁହାଣଙ୍କ ପୁତ୍ର ଅଟନ୍ତି ସାଇସିଦ୍ଧି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.