Home ଜିଲ୍ଲା ପରିକ୍ରମା ପକ୍ଷାଘାତ ରୋଗୀଙ୍କୁ ସହାୟତା

ପକ୍ଷାଘାତ ରୋଗୀଙ୍କୁ ସହାୟତା

58

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଆଗରପଡ଼ା ସ୍ଥିତ ଟିକିରା ନୂଆସାହୀର ବନମାଳୀ ସାହୁ (୩୯) ଗତ କିଛି ଦୀନ ହେଲା ପକ୍ଷାଘାତ ରେ ଆକ୍ରାନ୍ତ ହୋଇପଡ଼ିଛନ୍ତି । ସେ ଏକ ଛୋଟିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ରୋଜଗାରକ୍ଷମ ଅଚଳ ହୋଇପଡ଼ିବାରୁ ତାଙ୍କ ପରିବାର ନାନାଦି ସମସ୍ୟା ମଧ୍ୟ ଦେଇ ଗତି କରୁଛି । କେଉଁଝର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଦରଦୀବଂଧୁ ଫାଉଣ୍ଡେସନ ଏହାକୁ ଉପଲବ୍ଧି କରି ବନମାଳୀଙ୍କ ପରିବାରକୁ ମାସକର ରାସନ ସାମଗ୍ରୀ ସହ ଆର୍ôଥକ ସହାୟତା ପ୍ରଦାନ କରିଛି । ସଂଗଠନ ପ୍ରତିଷ୍ଠାତା ଗୀତିରଜଂନ ବେହେରା,ପ୍ରଦୀପ ରାମ,ଭଗବାନ ଜେନା,ଗ୍ୟାନରଂଜନ ଧଳ,ସାମ୍ବାଦିକ ବାବୁରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.