Home ଓଡ଼ିଶା ନୋଭେଲ କରୋନା ଭୂତାଣୁ : କେରଳରେ ତୃତୀୟ ସଂକ୍ରମିତ ଚିହ୍ନଟ – “ରାଜ୍ୟ ବିପତ୍ତି” ଘୋଷଣା...

ନୋଭେଲ କରୋନା ଭୂତାଣୁ : କେରଳରେ ତୃତୀୟ ସଂକ୍ରମିତ ଚିହ୍ନଟ – “ରାଜ୍ୟ ବିପତ୍ତି” ଘୋଷଣା କଲେ କେରଳ ସରକାର

305

ନୂଆ ଦିଲ୍ଲୀ ୩-୨ (ଓଡ଼ିଆ ପୁଅ) କେରଳରେ ତୃତୀୟ ରୋଗୀ ନୋଭେଲ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରାନ୍ତ ଜଣକ ଚୀନର ଉହାନରୁ ଫେରିଥିଲେ। ଏହାପରେ କେରଳ ସରକାର “ରାଜ୍ୟ ବିପତ୍ତି” ଘୋଷଣା କରିଛନ୍ତି।

ତାଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣ ଚିହ୍ନଟ ହେବା ପରେ ତାଙ୍କୁ ଡାକ୍ତରଖାନାରେ ପୃଥକ ଭାବେ ରଖି ଚିକିତ୍ସା କରାଯାଉଛି।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ତାଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.