Home ଓଡ଼ିଶା ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ବାଲୁକା କଳା

ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ବାଲୁକା କଳା

41

ପୁରୀ ୧୬-୧୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ବାଲୁକା ଚିତ୍ର କଳାରେ ଶୁଭେଛା ଦେଲେ ଛାତ୍ରଛାତ୍ରୀ। ପୁରୀର ସୁଦର୍ଶନ ସ୍ୟାଣ୍ଡ ଆର୍ଟ କଲେଜ୍ ର ଛାତ୍ର ଛାତ୍ରୀ ପୁରୀ ବେଳାଭୁମିରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକୃତି ତିଆରି କରି ନିଆରା ଢଙ୍ଗ ରେ ଜନ୍ମ ଦିନ ଶୁଭେଛା ଦେଇଛନ୍ତି। ସେହିପରି ରାଜ୍ୟରେ ଠିକା ନିଯୁକ୍ତି ବ୍ୟବସ୍ଥା ଉଠାଇ ସ୍ଥାୟୀ ଚାକିରି ବ୍ୟବସ୍ଥା ଭଳୀ ଐତିହାସିକ ନିଷ୍ପତ୍ତିକୁ ମଧ୍ୟ ଛାତ୍ର ଛାତ୍ରୀ ସ୍ବାଗତ କରିଛନ୍ତି। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୀର୍ଘାୟୁ କରି ରଖନ୍ତୁ ଓ ସେ ଓଡ଼ିଶାର ଉନ୍ନତି ମୂଳକ କାର୍ଯ୍ୟ କରି ଚାଲନ୍ତୁ ବୋଲି ସୁଦର୍ଶନ ସ୍ୟାଣ୍ଡ ଆର୍ଟ କଲେଜ୍ ର ଛାତ୍ର ଛାତ୍ରୀ କାମନା କରିଚନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.