Home କନ୍ଧମାଳ ଦେଶୀ ମହୁଲି ମଦ ରନ୍ଧା ବେଳେ ଜବତ :ରନ୍ଧାଳି ଫେରାର

ଦେଶୀ ମହୁଲି ମଦ ରନ୍ଧା ବେଳେ ଜବତ :ରନ୍ଧାଳି ଫେରାର

158

ବାଲିଗୁଡା, ୧୮/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଥାନା ଅଞ୍ଚଳ ବାଞ୍ଜାମାହା ଗ୍ରାମ ସଂଲଗ୍ନ ଏକ ଜଙ୍ଗଲରେ ଦେଶୀ ମହୁଲି ମଦ ରନ୍ଧା ହେଉଥିବା ସମୟରେ ଟିକାବାଲି ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍‌ଅଚାନକ ଚଢାଉ କରିଥିଲା। ଜଙ୍ଗଲରେ ଥିବା ଏକ ନାଳ ନିକଟରେ ଦେଶୀ ମହୁଲି ମଦ ରନ୍ଧାଯାଉଥିବାବେଳେ ପୋଲିସକୁ ଦେଖି ଘଟଣା ସ୍ଥଳରୁ ମଦ ରନ୍ଧାଳୀ ଖସି ପଳାଇଥିଲେ। ପୋଲିସ ୨୦୦ ଲିଟdର ପୋଚ ନଷ୍ଟ କରିବା ସହ ମଦ ରନ୍ଧା ସରଞ୍ଜାମ ଜବତ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.