Home ଜିଲ୍ଲା ପରିକ୍ରମା ଦେଶୀ ଓ ବିଦେଶୀ ମଦ ସହ ବଇକ୍ ଜବତ, ୪ ଗିରଫ

ଦେଶୀ ଓ ବିଦେଶୀ ମଦ ସହ ବଇକ୍ ଜବତ, ୪ ଗିରଫ

46

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ଜିଲା ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କ୍ୱାର୍ଡର ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକ ଓ ବାସୁଦେବପୁର ଅବକାରୀ ଥାନାଧିକାରିଣୀ ସ୍ୱାତୀ ପଟ୍ଟନାୟକଙ୍କ ମିଳିତ ଚଢାଉରେ ୪ଟି କେଶ୍ ମୂଳେ ଦଧିବାମନପୁରର ସଂଜୀବ ସାହୁ, ଲକ୍ଷ୍ମୀପ୍ରସାଦ ଗ୍ରାମର ନିର୍ମଳ ପରିଡାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ଏବଂ ଏହି ଘଟଣାରେ ୧୪୦ ଲିଟର ଦେଶୀ ମଦ ସହ ୭.୮ ଲିଟର ବିୟର ସହ ଏକ ମୋଟର ସାଇକେଲ୍ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.