Home Coronavirus Outbreak ଦେଶରେ ୩୮, ୯୦୨ ନୂଆ କରୋନା ଆକ୍ରାନ୍ତ, ୫୪୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୬, ୮୧୬

ଦେଶରେ ୩୮, ୯୦୨ ନୂଆ କରୋନା ଆକ୍ରାନ୍ତ, ୫୪୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୬, ୮୧୬

132

ନୂଆ ଦିଲ୍ଲୀ ୧୯-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୩୮, ୯୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୫୪୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୭୭, ୬୧୮ କୁ ବୃଦ୍ଧି ପାଇଛି ଏବଂ ୩, ୭୩, ୩୭୯ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୬, ୭୭, ୪୨୩ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୬, ୮୧୬ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.