Home Coronavirus Outbreak ରାଜ୍ୟରେ ଆଜି ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୭୪୩୭ କୁ ବୃଦ୍ଧି,...

ରାଜ୍ୟରେ ଆଜି ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୭୪୩୭ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

283

ଭୁବନେଶ୍ୱର ୧୯-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୭୪୩୭ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୭୩୬
– ୨୫ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୪୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୮୧
– ସ୍ଥାନୀୟ ଅଞ୍ଚଳରୁ୨୫୫

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୨୨
୨- ବାଲେଶ୍ୱର ଜିଲ୍ଲାରୁ – ୩୩
୩- ବରଗଡ଼ ଜିଲ୍ଲାରୁ – ୩
୪- ଭଦ୍ରକ ଜିଲ୍ଲାରୁ – ୫
୫- ବଲାଙ୍ଗୀର ଜିଲ୍ଲା: ୪
୬- ବୌଦ୍ଦ ଜିଲ୍ଲାରୁ – ୮
୭- କଟକ ଜିଲ୍ଲାରୁ – ୨୭
୮- ଢେଙ୍କାନାଳ ଜିଲ୍ଲାରୁ – ୧
୯- ଗଜପତି ଜିଲ୍ଲାରୁ – ୩୯
୧୦- ଗଞ୍ଜାମ ଜିଲ୍ଲାରୁ – ୨୪୭
୧୧- ଜଗତସିଂହପୁର ଜିଲ୍ଲାରୁ – ୪୦
୧୨- ଯାଜପୁର ଜିଲ୍ଲାରୁ – ୪୦
୧୩- କଳାହାଣ୍ଡି ଜିଲ୍ଲାରୁ – ୨
୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭
୧୫- ଖୋର୍ଦ୍ଧା ଜିଲ୍ଲାରୁ : ୧୦୭
୧୬- କେନ୍ଦୁଝର ଜିଲ୍ଲାରୁ – ୧
୧୭- କୋରାପୁଟ ଜିଲ୍ଲାରୁ – ୪୫
୧୮- ମାଲକାନଗିରି : ୧୮
୧୯- ମୟୁରଭଞ୍ଜ ଜିଲ୍ଲାରୁ – ୧୨
୨୦- ନବରଙ୍ଗପୁର ଜିଲ୍ଲାରେ: ୧
୨୧- ନୟାଗଡ଼ ଜିଲ୍ଲାରୁ – ୧୦
୨୨- ପୁରୀ ଜିଲ୍ଲାରୁ – ୧୪
୨୩- ରାୟଗଡ଼ା ଜିଲ୍ଲାରୁ – ୮
୨୪- ସମ୍ବଲପୁର ଜିଲ୍ଲାରୁ – ୨୫
୨୫- ସୁନ୍ଦରଗଡ଼ ଜିଲ୍ଲାରୁ – ୧୭

– ନୂଆ ସୁସ୍ଥ ହୋଇଥିଲେ ୬୦୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୮୬୧୦୨
– ମୋଟ ଆକ୍ରାନ୍ତ ୧୭୪୩୭
– ମୋଟ ସୁସ୍ଥ ହେଲେଣି ୧୧୯୩୭
– ସକ୍ରୀୟ ଆକ୍ରାନ୍ତ – ୫୩୮୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.