Home Coronavirus Outbreak ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୩୬୨୩ କୁ ବୃଦ୍ଧି : ସୁସ୍ଥ ହେଲେ ୧୪୦୯, ଦେଶରେ...

ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୩୬୨୩ କୁ ବୃଦ୍ଧି : ସୁସ୍ଥ ହେଲେ ୧୪୦୯, ଦେଶରେ ଏବଂ ରାଜ୍ୟରେ ମଧ୍ୟ ସ୍ଥିତି ଅସମ୍ଭାଳ

41

ନୂଆ ଦିଲ୍ଲୀ ୯ -୧ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୩୬୨୩ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୧୪୦୯ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି।

ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

ମହାରାଷ୍ଟ୍ର ରେ ସର୍ବାଧିକ ୧୦୦୯ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୪୩୯ ଜଣ ସୁସ୍ଥ ହୋଇଛନ୍ତି।

ଦିଲ୍ଲୀ ରେ ୫୧୩ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି।

ଓଡ଼ିଶା ରେ ୬୦ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି। ଅବଶ୍ୟ ସଦ୍ୟତମ ସୂଚନା ଅନୁଯାୟୀ ଏହା ବୃଦ୍ଧି ପାଇ ୭୫ରେ ପହଁଚିଛି। କିନ୍ତୁ କେନ୍ଦ୍ରରେ ଏହି ତଥ୍ୟ ଅପଡେଟ୍ ହେବ।

ରାଜ୍ୟୱାରୀ ଓମିକ୍ରନ ସଂକ୍ରମଣ

କ୍ର.ସଂଖ୍ୟା ରାଜ୍ୟ ଓମିକ୍ରନ ସଂକ୍ରମଣ ଆରୋଗ୍ୟ
ମହାରାଷ୍ଟ୍ର ୧୦୦୯ ୪୩୯
ଦିଲ୍ଲୀ ୫୧୩ ୫୭
କର୍ଣ୍ଣାଟକ ୪୪୧ ୨୬
ରାଜସ୍ଥାନ ୩୭୩ ୨୦୮
କେରଳ ୩୩୩ ୯୩
ଗୁଜୁରାଟ ୨୦୪ ୧୬୦
ତାମିଲନାଡୁ ୧୮୫ ୧୮୫
ହରିୟାଣା ୧୨୩ ୯୨
ତେଲେଙ୍ଗାନା ୧୨୩ ୪୭
୧୦ ଉତ୍ତରପ୍ରଦେଶ ୧୧୩
୧୧ ଓଡ଼ିଶା ୬୦
୧୨ ଆନ୍ଧ୍ରପ୍ରଦେଶ ୨୮
୧୩ ପଞ୍ଜାବ ୨୭ ୧୬
୧୪ ପଶ୍ଚିମବଙ୍ଗ ୨୭ ୧୦
୧୫ ଗୋଆ ୧୯ ୧୯
୧୬ ଆସାମ
୧୭ ମଧ୍ୟପ୍ରଦେଶ
୧୮ ଉତ୍ତରାଖଣ୍ଡ
୧୯ ମେଘାଳୟ
୨୦ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ
୨୧ ଚଣ୍ଡିଗଡ଼
୨୨ ଜାମ୍ମୁ କାଶ୍ମୀର
୨୩ ପୁଡୁଚେରୀ
୨୪ ଛତିଶଗଡ
୨୫ ହିମାଚଳ ପ୍ରଦେଶ
୨୬ ଲଦାଖ
୨୭ ମଣିପୁର
୨୮ ମୋଟ ୩୬୨୩ ୧୪୦୯

 

ଅପରପକ୍ଷରେ, ଦେଶରେ ପ୍ରବଳ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୫୯,୬୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୫,୯୦,୬୧୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୬୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୪,୫୩,୬୦୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୦,୮୬୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୬.୯୮% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୫,୨୮,୦୦୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧,୧୮,୪୪୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୨୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୩,୭୯୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୬୬%

ଆରୋଗ୍ୟ ହୋଇଛନ୍ତି ୯୬.୯୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୫୧, ୫୭, ୬୦.୬୪୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୮୯, ୨୮, ୩୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୯, ୦୦, ୩୪, ୫୨୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୬୩, ୫୬୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୮୭ ୭୬୫୯ ୩୧ ୧୨୯
ଆନ୍ଧ୍ରପ୍ରଦେଶ ୩୬୫୯ ୨୦୬୨୪୪୦ ୧୫୦ ୧୪୫୦୩
ଅରୁଣାଚଳ ପ୍ରଦେଶ ୧୮୬ ୫୫୦୫୩ ୨୮୨
ଆସାମ ୫୮୯୫ ୬୧୩୬୭୮ ୩୦୫ ୬୧୮୦
ବିହାର ୧୨୩୧୨ ୭୧୫୯୬୬ ୭୦୪ ୧୨୧୦୦
ଚଣ୍ଡିଗଡ଼ ୧୭୯୪ ୬୪୮୮୧ ୭୦ ୧୦୮୦
ଛତିଶଗଡ ୧୩୦୬୬ ୯୯୪୧୩୨ ୬୯ ୧୩୬୧୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୭୮ ୧୦୬୮୯
ଦିଲ୍ଲୀ ୪୮୧୭୮ ୧୪୫୩୬୫୮ ୧୧୮୬୯ ୨୫୧୪୩
୧୦ ଗୋଆ ୭୫୪୯ ୧୭୬୯୦୭ ୧୭୦ ୩୫୩୧
୧୧ ଗୁଜୁରାଟ ୨୨୯୦୧ ୮୨୨୯୦୦ ୧୩୫୯ ୧୦୧୨୮
୧୨ ହରିୟାଣା ୧୩୯୬୦ ୭୬୪୯୫୩ ୩୭୭ ୧୦୦୭୨
୧୩ ହିମାଚଳ ପ୍ରଦେଶ ୨୮୧୧ ୨୨୪୮୯୫ ୭୦ ୩୮୮୧
୧୪ ଜାମ୍ମୁ କାଶ୍ମୀର ୨୯୮୨ ୩୩୬୪୪୬ ୧୬୨ ୪୫୩୭
୧୫ ଝାଡଖଣ୍ଡ ୨୧୦୯୮ ୩୪୭୮୬୬ ୧୧୮୬ ୫୧୬୪
୧୬ କର୍ଣ୍ଣାଟକ ୩୮୫୩୬ ୨୯୬୩୦୫୬ ୫୦୮ ୩୮୩୬୬
୧୭ କେରଳ ୩୧୭୯୭ ୫୧୯୭୯୬୦ ୨୪୬୩ ୪୯୫୪୭ ୨୪୨
୧୮ ଲଦାଖ ୨୮୧ ୨୧୯୭୦ ୧୯ ୨୨୧
୧୯ ଲକ୍ଷଦୀପ ୧୦୩୬୫ ୫୧
୨୦ ମଧ୍ୟପ୍ରଦେଶ ୫୦୩୮ ୭୮୩୭୧୩ ୧୬୬ ୧୦୫୩୬
୨୧ ମହାରାଷ୍ଟ୍ର ୧୭୬୯୪୮ ୬୫୫୭୦୮୧ ୯୬୭୧ ୧୪୧୬୨୭ ୧୩
୨୨ ମଣିପୁର ୪୧୪ ୧୨୩୬୬୪ ୨୦୧୦
୨୩ ମେଘାଳୟ ୩୨୮ ୮୩୩୪୫ ୧୪୮୫
୨୪ ମିଜୋରାମ ୪୩୬୭ ୧୪୦୬୦୨ ୧୫୨ ୫୫୮
୨୫ ନାଗାଲାଣ୍ଡ ୭୯ ୩୧୪୮୨ ୧୧ ୭୦୩
୨୬ ଓଡ଼ିଶା ୧୧୪୫୬ ୧୦୪୬୨୩୧ ୨୬୦ ୮୪୬୮
୨୭ ପୁଡୁଚେରୀ ୮୨୫ ୧୨୭୫୭୧ ୧୬ ୧୮୮୨
୨୮ ପଞ୍ଜାବ ୧୨୬୧୪ ୫୮୮୨୫୭ ୩୬୯ ୧୬୬୬୫
୨୯ ରାଜସ୍ଥାନ ୧୪୧୬୬ ୯୪୭୩୮୦ ୨୨୭ ୮୯୭୧
୩୦ ସିକ୍କିମ୍ ୧୫୨ ୩୨୦୮୮ ୪୦୯
୩୧ ତାମିଲନାଡୁ ୪୦୨୬୦ ୨୭୧୦୨୮୮ ୧୫୨୫ ୩୬୮୪୩ ୧୦
୩୨ ତେଲେଙ୍ଗାନା ୧୨୧୮୦ ୬୭୬୧୩୬ ୨୮୫ ୪୦୪୧
୩୩ ତ୍ରିପୁରା ୬୫୦ ୮୪୨୮୦ ୩୯ ୮୩୦
୩୪ ଉତ୍ତରାଖଣ୍ଡ ୩୨୫୪ ୩୩୮୭୯୫ ୩୨୮ ୭୪୨୩
୩୫ ଉତ୍ତରପ୍ରଦେଶ ୧୮୫୫୧ ୧୬୮୮୩୯୫ ୧୭୧ ୨୨୯୨୪
୩୬ ପଶ୍ଚିମବଙ୍ଗ ୬୨୦୫୫ ୧୬୪୮୮୨୧ ୮୧୧୨ ୧୯୮୮୩ ୧୯
ମୋଟ ୫୯୦୬୧୧ ୩୪୪୫୩୬୦୩ ୪୦୮୬୩ ୪୮୩୭୯୦ ୩୨୭

ଅନ୍ୟପଟେ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ବଢ଼ିଛି।

ରାଜ୍ୟରେ ଆଜି ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୪୭୧୪
୦-୧୮ ବର୍ଷର : ୪୧୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୭୫୫
– ସ୍ଥାନୀୟ ଅଞ୍ଚଳରୁ୧୯୫୯
୧- ଅନୁଗୁଳ ଜିଲ୍ଲାରୁ – ୨୨
୨- ବାଲେଶ୍ୱର ଜିଲ୍ଲାରୁ – ୧୨୩
୩- ବରଗଡ଼ ଜିଲ୍ଲାରୁ – ୫୬
୪- ଭଦ୍ରକ ଜିଲ୍ଲାରୁ – ୭
୫- ବଲାଙ୍ଗୀର ଜିଲ୍ଲାରୁ – ୯୯
୬- ବୌଦ୍ଦ ଜିଲ୍ଲାରୁ – ୬
୭- କଟକ ଜିଲ୍ଲାରୁ – ୩୬୦
୮- ଦେବଗଡ଼ ଜିଲ୍ଲାରୁ – ୩୬
୯- ଢେଙ୍କାନାଳ ଜିଲ୍ଲାରୁ – ୯
୧୦- ଗଜପତି ଜିଲ୍ଲାରୁ – ୩୨
୧୧- ଗଞ୍ଜାମ ଜିଲ୍ଲାରୁ – ୭୦
୧୨- ଜଗତସିଂହପୁର ଜିଲ୍ଲାରୁ – ୬୩
୧୩- ଯାଜପୁର ଜିଲ୍ଲାରୁ – ୮୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୫୪
୧୫- କଳାହାଣ୍ଡି ଜିଲ୍ଲାରୁ – ୧୫
୧୬- କନ୍ଧମାଳ ଜିଲ୍ଲାରୁ – ୧୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦
୧୮- କେନ୍ଦୁଝର ଜିଲ୍ଲାରୁ – ୪୩
୧୯- ଖୋର୍ଦ୍ଧାରୁ: ୧୬୧୯
୨୦- କୋରାପୁଟ ଜିଲ୍ଲାରୁ – ୬୫
୨୧- ମାଲକାନଗିରି : ୩
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୧୩
୨୩- ନବରଙ୍ଗପୁର ଜିଲ୍ଲାରେ: ୩୭
୨୪- ନୟାଗଡ଼ ଜିଲ୍ଲାରୁ – ୩୪
୨୫- ନୂଆପଡ଼ା ଜିଲ୍ଲାରୁ – ୩୨
୨୬- ପୁରୀ ଜିଲ୍ଲାରୁ – ୧୧୯
୨୭- ରାୟଗଡ଼ା ଜିଲ୍ଲାରୁ – ୩୧
୨୮- ସମ୍ବଲପୁର ଜିଲ୍ଲାରୁ – ୪୩୭
୨୯- ସୋନପୁର ଜିଲ୍ଲାରୁ – ୪୬
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୬୬୨
୩୧- State Pool: ୩୧୫
– ନୂଆ ସୁସ୍ଥ ହୋଇଥିଲେ୨୬୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୧୦୪୬୬୯
– ମୋଟ ଆକ୍ରାନ୍ତ ୧୦୭୦୮୬୯
– ମୋଟ ସୁସ୍ଛ ହୋଲେଣି ୧୦୪୬୨୩୧
– ସକ୍ରୀୟ ଆକ୍ରାନ୍ତ – ୧୬୧୧୭

ଜିଲ୍ଲାୱାରୀ ସମସ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୪, ୦୮୨ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୯୯ [+୨୨] ଜଣ ସକ୍ରୀୟ ଅଛନ୍ତି। ୪୩, ୫୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୪୧, ୪୭୨ [+୧୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୪ [+୧୨୩] ଜଣ ସକ୍ରୀୟ ଅଛନ୍ତି। ୪୦, ୭୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୧, ୪୩୦ [+୫୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୬ [+୫୬] ଜଣ ସକ୍ରୀୟ ଅଛନ୍ତି। ୩୦, ୮୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୬, ୬୬୧ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮ [+୭] ଜଣ ସକ୍ରୀୟ ଅଛନ୍ତି। ୨୬, ୪୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୬୮୮ [+୯୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୨ [+୯୯] ଜଣ ସକ୍ରୀୟ ଅଛନ୍ତି। ୨୩, ୩୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୬୮୨ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ [+୬] ଜଣ ସକ୍ରୀୟ ଅଛନ୍ତି। ୧୨, ୫୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୯୬, ୮୭୭ [+୩୬୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୫୮ [+୩୬୦] ଜଣ ସକ୍ରୀୟ ଅଛନ୍ତି। ୯୪, ୭୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୮୧୪ [+୩୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୪ [+୩୬] ଜଣ ସକ୍ରୀୟ ଅଛନ୍ତି। ୬, ୬୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୨୦, ୦୭୮ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୩୭ [+୯] ଜଣ ସକ୍ରୀୟ ଅଛନ୍ତି। ୧୯, ୭୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୮୨୨ [+୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦ [+୩୨] ଜଣ ସକ୍ରୀୟ ଅଛନ୍ତି। ୯, ୬୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୪, ୧୯୫ [+୭୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୦୫ [+୭୦] ଜଣ ସକ୍ରୀୟ ଅଛନ୍ତି। ୩୩, ୪୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୮, ୨୭୨ [+୬୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୯ [+୬୩] ଜଣ ସକ୍ରୀୟ ଅଛନ୍ତି। ୨୭, ୮୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୪, ୫୨୯ [+୮୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୪୯ [+୮୩] ଜଣ ସକ୍ରୀୟ ଅଛନ୍ତି। ୪୪, ୦୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୪, ୫୬୮ [+୧୫୪] ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୯ [+୧୫୪] ଜଣ ସକ୍ରୀୟ ଅଛନ୍ତି। ୨୩, ୮୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪, ୪୦୫ [+୧୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୮ [+୧୫] ଜଣ ସକ୍ରୀୟ ଅଛନ୍ତି। ୨୪, ୧୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧, ୫୭୧ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩ [+୧୩] ଜଣ ସକ୍ରୀୟ ଅଛନ୍ତି। ୧୧, ୪୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୫, ୧୨୯ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୫୦ [+୧୦] ଜଣ ସକ୍ରୀୟ ଅଛନ୍ତି। ୨୪, ୮୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୧, ୨୫୯ [+୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୦ [+୪୩] ଜଣ ସକ୍ରୀୟ ଅଛନ୍ତି। ୨୦, ୮୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୮୭, ୩୩୩ [+୧, ୬୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫, ୬୭୧ [+୧, ୬୧୯] ଜଣ ସକ୍ରୀୟ ଅଛନ୍ତି। ୧, ୮୦, ୦୪୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୦୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୯, ୩୩୩ [+୬୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୨ [+୬୫] ଜଣ ସକ୍ରୀୟ ଅଛନ୍ତି। ୧୯, ୧୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧, ୬୯୮ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ [+୩] ଜଣ ସକ୍ରୀୟ ଅଛନ୍ତି। ୧୧, ୬୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୪୧, ୬୯୪ [+୧୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୪୩ [+୧୧୩] ଜଣ ସକ୍ରୀୟ ଅଛନ୍ତି। ୪୧, ୦୬୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩, ୭୪୦ [+୩୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୦ [+୩୭] ଜଣ ସକ୍ରୀୟ ଅଛନ୍ତି। ୨୩, ୪୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୩, ୬୯୨ [+୩୪] ଜଣ ସଂକ୍ରମିତ ହୋଇଥିବା ବେଳେ ୮୧ [+୩୪] ଜଣ ସକ୍ରୀୟ ଅଛନ୍ତି। ୨୩, ୩୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୩, ୦୨୬ [+୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୮୨ [+୩୨] ଜଣ ସକ୍ରୀୟ ଅଛନ୍ତି। ୨୨, ୮୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୬, ୦୮୯ [+୧୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୩ [+୧୧୯] ଜଣ ସକ୍ରୀୟ ଅଛନ୍ତି। ୪୫, ୨୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୨୦, ୩୬୬ [+୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୨ [+୩୧] ଜଣ ସକ୍ରୀୟ ଅଛନ୍ତି। ୨୦, ୦୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୩, ୫୫୮ [+୪୩୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୯୪ [+୪୩୭] ଜଣ ସକ୍ରୀୟ ଅଛନ୍ତି। ୩୨, ୦୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩, ୩୪୦ [+୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୫ [+୪୬] ଜଣ ସକ୍ରୀୟ ଅଛନ୍ତି। ୧୩, ୧୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୪, ୬୮୯ [+୬୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୨୧୬ [+୬୬୨] ଜଣ ସକ୍ରୀୟ ଅଛନ୍ତି। ୬୧, ୮୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୩୪, ୭୭୭ [+୩୧୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୯୬ [+୩୧୫] ଜଣ ସକ୍ରୀୟ ଅଛନ୍ତି। ୩୩, ୪୮୧ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.