Home Coronavirus Outbreak ଦେଶରେ ପ୍ରବଳ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୫୯,୬୩୨ ନୂଆ ଆକ୍ରାନ୍ତ...

ଦେଶରେ ପ୍ରବଳ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୫୯,୬୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ୩୨୭ ମୃତ

52

ନୂଆ ଦିଲ୍ଲୀ ୯-୧ (ଓଡ଼ିଆ ପୁଅ) ଦେଶରେ ପ୍ରବଳ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୫୯,୬୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୫,୯୦,୬୧୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୬୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୪,୫୩,୬୦୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୦,୮୬୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୬.୯୮% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୫,୨୮,୦୦୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧,୧୮,୪୪୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୨୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୩,୭୯୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୬୬%

ଆରୋଗ୍ୟ ହୋଇଛନ୍ତି ୯୬.୯୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୫୧, ୫୭, ୬୦.୬୪୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୮୯, ୨୮, ୩୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୯, ୦୦, ୩୪, ୫୨୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୬୩, ୫୬୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୮୭ ୭୬୫୯ ୩୧ ୧୨୯
ଆନ୍ଧ୍ରପ୍ରଦେଶ ୩୬୫୯ ୨୦୬୨୪୪୦ ୧୫୦ ୧୪୫୦୩
ଅରୁଣାଚଳ ପ୍ରଦେଶ ୧୮୬ ୫୫୦୫୩ ୨୮୨
ଆସାମ ୫୮୯୫ ୬୧୩୬୭୮ ୩୦୫ ୬୧୮୦
ବିହାର ୧୨୩୧୨ ୭୧୫୯୬୬ ୭୦୪ ୧୨୧୦୦
ଚଣ୍ଡିଗଡ଼ ୧୭୯୪ ୬୪୮୮୧ ୭୦ ୧୦୮୦
ଛତିଶଗଡ ୧୩୦୬୬ ୯୯୪୧୩୨ ୬୯ ୧୩୬୧୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୭୮ ୧୦୬୮୯
ଦିଲ୍ଲୀ ୪୮୧୭୮ ୧୪୫୩୬୫୮ ୧୧୮୬୯ ୨୫୧୪୩
୧୦ ଗୋଆ ୭୫୪୯ ୧୭୬୯୦୭ ୧୭୦ ୩୫୩୧
୧୧ ଗୁଜୁରାଟ ୨୨୯୦୧ ୮୨୨୯୦୦ ୧୩୫୯ ୧୦୧୨୮
୧୨ ହରିୟାଣା ୧୩୯୬୦ ୭୬୪୯୫୩ ୩୭୭ ୧୦୦୭୨
୧୩ ହିମାଚଳ ପ୍ରଦେଶ ୨୮୧୧ ୨୨୪୮୯୫ ୭୦ ୩୮୮୧
୧୪ ଜାମ୍ମୁ କାଶ୍ମୀର ୨୯୮୨ ୩୩୬୪୪୬ ୧୬୨ ୪୫୩୭
୧୫ ଝାଡଖଣ୍ଡ ୨୧୦୯୮ ୩୪୭୮୬୬ ୧୧୮୬ ୫୧୬୪
୧୬ କର୍ଣ୍ଣାଟକ ୩୮୫୩୬ ୨୯୬୩୦୫୬ ୫୦୮ ୩୮୩୬୬
୧୭ କେରଳ ୩୧୭୯୭ ୫୧୯୭୯୬୦ ୨୪୬୩ ୪୯୫୪୭ ୨୪୨
୧୮ ଲଦାଖ ୨୮୧ ୨୧୯୭୦ ୧୯ ୨୨୧
୧୯ ଲକ୍ଷଦୀପ ୧୦୩୬୫ ୫୧
୨୦ ମଧ୍ୟପ୍ରଦେଶ ୫୦୩୮ ୭୮୩୭୧୩ ୧୬୬ ୧୦୫୩୬
୨୧ ମହାରାଷ୍ଟ୍ର ୧୭୬୯୪୮ ୬୫୫୭୦୮୧ ୯୬୭୧ ୧୪୧୬୨୭ ୧୩
୨୨ ମଣିପୁର ୪୧୪ ୧୨୩୬୬୪ ୨୦୧୦
୨୩ ମେଘାଳୟ ୩୨୮ ୮୩୩୪୫ ୧୪୮୫
୨୪ ମିଜୋରାମ ୪୩୬୭ ୧୪୦୬୦୨ ୧୫୨ ୫୫୮
୨୫ ନାଗାଲାଣ୍ଡ ୭୯ ୩୧୪୮୨ ୧୧ ୭୦୩
୨୬ ଓଡ଼ିଶା ୧୧୪୫୬ ୧୦୪୬୨୩୧ ୨୬୦ ୮୪୬୮
୨୭ ପୁଡୁଚେରୀ ୮୨୫ ୧୨୭୫୭୧ ୧୬ ୧୮୮୨
୨୮ ପଞ୍ଜାବ ୧୨୬୧୪ ୫୮୮୨୫୭ ୩୬୯ ୧୬୬୬୫
୨୯ ରାଜସ୍ଥାନ ୧୪୧୬୬ ୯୪୭୩୮୦ ୨୨୭ ୮୯୭୧
୩୦ ସିକ୍କିମ୍ ୧୫୨ ୩୨୦୮୮ ୪୦୯
୩୧ ତାମିଲନାଡୁ ୪୦୨୬୦ ୨୭୧୦୨୮୮ ୧୫୨୫ ୩୬୮୪୩ ୧୦
୩୨ ତେଲେଙ୍ଗାନା ୧୨୧୮୦ ୬୭୬୧୩୬ ୨୮୫ ୪୦୪୧
୩୩ ତ୍ରିପୁରା ୬୫୦ ୮୪୨୮୦ ୩୯ ୮୩୦
୩୪ ଉତ୍ତରାଖଣ୍ଡ ୩୨୫୪ ୩୩୮୭୯୫ ୩୨୮ ୭୪୨୩
୩୫ ଉତ୍ତରପ୍ରଦେଶ ୧୮୫୫୧ ୧୬୮୮୩୯୫ ୧୭୧ ୨୨୯୨୪
୩୬ ପଶ୍ଚିମବଙ୍ଗ ୬୨୦୫୫ ୧୬୪୮୮୨୧ ୮୧୧୨ ୧୯୮୮୩ ୧୯
ମୋଟ ୫୯୦୬୧୧ ୩୪୪୫୩୬୦୩ ୪୦୮୬୩ ୪୮୩୭୯୦ ୩୨୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.