Home Coronavirus Outbreak ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୦୭,୪୭୪ ନୂଆ ଆକ୍ରାନ୍ତ...

ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୦୭,୪୭୪ ନୂଆ ଆକ୍ରାନ୍ତ ଚିହ୍ନଟ, ୮୬୫ ମୃତ

36

ନୂଆ ଦିଲ୍ଲୀ ୬-୨ (ଓଡ଼ିଆ ପୁଅ) ଦେଶରେ ପୁଣି କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୦୭,୪୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୨,୨୫,୦୧୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୨.୯୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୦୪,୬୧,୧୪୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୧୩,୨୪୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୫.୯୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୧,୮୮,୧୩୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୦୬,୬୩୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୮୬୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୧,୯୭୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୨.୯୦%

ଆରୋଗ୍ୟ ହୋଇଛନ୍ତି ୯୫.୯୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୯, ୪୬, ୨୬, ୬୯୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୫, ୧୦, ୭୭୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୪, ୦୧, ୮୭, ୧୪୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪, ୪୮, ୫୧୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୧୪ ୯୫୫୩ ୧୦  ୧୨୯
ଆନ୍ଧ୍ରପ୍ରଦେଶ ୭୮୭୪୬ ୨୨୦୭୩୬୪ ୧୩୦୦୫  ୧୪୬୫୫
ଅରୁଣାଚଳ ପ୍ରଦେଶ ୧୮୦୦ ୬୧୩୩୦ ୨୯୧  ୨୯୧
ଆସାମ ୧୧୯୨୮ ୭୦୨୬୪୭ ୧୭୯୧  ୬୫୪୯ ୧୬
ବିହାର ୨୯୧୭ ୮୧୧୮୬୪ ୭୬୧  ୧୨୨୩୬
ଚଣ୍ଡିଗଡ଼ ୧୯୦୭ ୮୭୫୬୬ ୩୧୯  ୧୧୩୭
ଛତିଶଗଡ ୧୬୮୮୨ ୧୧୦୭୩୮୯ ୩୫୫୪  ୧୩୯୨୮ ୧୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୯୮ ୧୧୨୯୪ ୧୩ 
ଦିଲ୍ଲୀ ୯୯୭୯ ୧୮୦୬୫୭୫ ୩୩୨୪  ୨୫୯୬୯ ୧୭
୧୦ ଗୋଆ ୫୨୧୫ ୨୩୩୨୦୮ ୧୨୧୯  ୩୭୩୩
୧୧ ଗୁଜୁରାଟ ୫୧୦୧୩ ୧୧୩୪୬୮୩ ୧୧୧୮୪  ୧୦୬୪୮ ୩୪
୧୨ ହରିୟାଣା ୧୫୫୯୬ ୯୩୭୩୩୭ ୩୨୪୭  ୧୦୩୮୬ ୧୪
୧୩ ହିମାଚଳ ପ୍ରଦେଶ ୬୬୩୭ ୨୬୫୪୭୭ ୧୫୪୬  ୪୦୩୨
୧୪ ଜାମ୍ମୁ କାଶ୍ମୀର ୨୦୬୬୩ ୪୨୦୧୨୮ ୫୦୧୯  ୪୭୦୬
୧୫ ଝାଡଖଣ୍ଡ ୨୭୮୭ ୪୨୩୧୫୫ ୭୧୫  ୫୩୧୦
୧୬ କର୍ଣ୍ଣାଟକ ୧୦୯୨୩୬ ୩୭୩୯୧୯୭ ୨୫୮୫୪  ୩୯୩୦୦ ୫୦
୧୭ କେରଳ ୩୫୩୧୫୨ ୫୮୩୩୭୬୨ ୪୬୮୧୩  ୫୭୭୪୦ ୪୪୪
୧୮ ଲଦାଖ ୧୦୨୫ ୨୫୫୭୦ ୧୬୫  ୨୨୬
୧୯ ଲକ୍ଷଦୀପ ୧୭୦ ୧୦୯୭୬ ୨୯  ୫୨
୨୦ ମଧ୍ୟପ୍ରଦେଶ ୪୭୯୮୬ ୯୪୧୯୪୦ ୮୫୫୮  ୧୦୬୫୬
୨୧ ମହାରାଷ୍ଟ୍ର ୧୩୭୫୯୦ ୭୫୧୩୪୩୬ ୨୧୬୭୭  ୧୪୩୦୦୮ ୬୮
୨୨ ମଣିପୁର ୩୭୯୩ ୧୨୮୮୦୯ ୩୧୫  ୨୦୫୯
୨୩ ମେଘାଳୟ ୧୬୪୫ ୮୮୯୫୭ ୩୧୩  ୧୫୪୨
୨୪ ମିଜୋରାମ ୧୪୮୫୭ ୧୬୯୭୪୯ ୧୮୯୬  ୬୨୧
୨୫ ନାଗାଲାଣ୍ଡ ୭୩୮ ୩୩୩୪୩ ୧୦୮  ୭୪୧
୨୬ ଓଡ଼ିଶା ୨୧୬୪୨ ୧୨୩୪୩୫୨ ୫୩୭୬  ୮୭୧୧ ୨୨
୨୭ ପୁଡୁଚେରୀ ୪୬୩୦ ୧୫୭୩୩୦ ୧୧୭୧  ୧୯୪୭
୨୮ ପଞ୍ଜାବ ୧୨୩୧୬ ୭୨୧୫୨୨ ୨୯୬୩  ୧୭୪୦୮ ୧୬
୨୯ ରାଜସ୍ଥାନ ୫୧୧୪୩ ୧୧୮୦୧୫୮ ୯୩୦୯  ୯୩୭୨ ୧୯
୩୦ ସିକ୍କିମ୍ ୬୪୫ ୩୭୫୨୮ ୯୧  ୪୩୪
୩୧ ତାମିଲନାଡୁ ୧୩୮୮୭୮ ୩୨୨୮୧୫୧ ୨୩୯୩୮  ୩୭୭୩୩ ୩୭
୩୨ ତେଲେଙ୍ଗାନା ୨୯୨୨୬ ୭୪୨୯୮୮ ୩୮୦୧  ୪୦୯୯
୩୩ ତ୍ରିପୁରା ୮୮୭ ୯୮୮୪୭ ୩୧୦  ୯୧୬
୩୪ ଉତ୍ତରାଖଣ୍ଡ ୧୭୨୮୦ ୪୦୪୦୬୫ ୪୯୦୯  ୭୬୦୯ ୧୩
୩୫ ଉତ୍ତରପ୍ରଦେଶ ୩୨୫୧୪ ୧୯୮୫୯୨୬ ୭୪୦୧  ୨୩୩୦୩ ୧୭
୩୬ ପଶ୍ଚିମବଙ୍ଗ ୧୯୨୭୬ ୧୯୬୪୯୭୨ ୨୨୫୧  ୨୦୭୮୯ ୩୧
ମୋଟ ୧୨୨୫୦୧୧ ୪୦୪୬୧୧୪୮ ୨୧୩୨୪୬  ୫୦୧୯୭୯ ୮୬୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.