Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୭୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୩୧...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୭୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୩୧ ମୃତ

36

ନୂଆ ଦିଲ୍ଲୀ ୨୨-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୭୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୭୫,୭୪୫ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୫୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୫,୧୪,୪୪୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୮,୬୪୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୧୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୪୩,୨୩୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୦୮୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୩୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୩,୦୪୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୫୧%

ଆରୋଗ୍ୟ ହୋଇଛନ୍ତି ୯୮.୧୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୦୦, ୫୯, ୦୪, ୫୮୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୧, ୨୭, ୨୭୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୯, ୭୦, ୬୬, ୪୮୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୨୪, ୨୬୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୧୦ ୧୨୯
ଆନ୍ଧ୍ରପ୍ରଦେଶ ୫୫୦୦ ୨୦୪୨୪୭୬ ୧୧୬୦ ୧୪୩୨୭ ୧୦
ଅରୁଣାଚଳ ପ୍ରଦେଶ ୧୪୦ ୫୪୬୪୫ ୩୯ ୨୮୦
ଆସାମ ୩୭୬୨ ୫୯୮୦୮୭ ୫୧୦ ୫୯୬୨
ବିହାର ୩୦ ୭୧୬୩୫୧ ୨୧ ୯୬୬୧
ଚଣ୍ଡିଗଡ଼ ୨୬ ୬୪୪୬୯ ୮୨୦
ଛତିଶଗଡ ୨୦୬ ୯୯୧୯୯୫ ୫୨ ୧୩୫୭୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୦
ଦିଲ୍ଲୀ ୩୧୧ ୧୪୧୪୦୮୭ ୫୮ ୨୫୦୯୦
୧୦ ଗୋଆ ୬୧୮ ୧୭୩୭୯୦ ୧୦୫ ୩୩୫୭
୧୧ ଗୁଜୁରାଟ ୧୫୬ ୮୧୬୧୧୦ ୩୩ ୧୦୦୮୭
୧୨ ହରିୟାଣା ୧୩୧ ୭୬୦୯୪୫ ୧୧ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୪୫୨ ୨୧୬୯୫୫ ୧୪୦ ୩୭୩୧
୧୪ ଜାମ୍ମୁ କାଶ୍ମୀର ୮୧୪ ୩୨୬୧୪୩ ୭୩ ୪୪୨୯
୧୫ ଝାଡଖଣ୍ଡ ୧୬୬ ୩୪୩୨୨୫ ୧୬ ୫୧୩୫
୧୬ କର୍ଣ୍ଣାଟକ ୯୦୧୭ ୨୯୩୭୮୪୮ ୪୪୩ ୩୭୯୮୪
୧୭ କେରଳ ୮୨୦୯୩ ୪୭୭୯୨୨୮ ୯୮୫୫ ୨୭୨୦୨ ୧୧୮
୧୮ ଲଦାଖ ୪୩ ୨୦୬୪୫ ୨୦୮
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୮୮ ୭୮୨୧୧୦ ୧୦୫୨୩
୨୧ ମହାରାଷ୍ଟ୍ର ୨୭୮୯୯ ୬୪୩୦୩୯୪ ୨୯୬୮ ୧୩୯୯୨୫ ୩୯
୨୨ ମଣିପୁର ୧୩୪୬ ୧୧୯୮୦୦ ୯୪ ୧୯୦୫
୨୩ ମେଘାଳୟ ୭୩୫ ୮୧୦୩୪ ୭୬ ୧୪୪୧
୨୪ ମିଜୋରାମ ୧୦୦୩୪ ୧୦୫୫୧୦ ୯୬୨ ୪୦୦
୨୫ ନାଗାଲାଣ୍ଡ ୨୫୦ ୩୦୭୪୩ ୧୫ ୬୭୭
୨୬ ଓଡ଼ିଶା ୪୩୩୬ ୧୦୨୪୪୨୨ ୫୭୩ ୮୨୯୮
୨୭ ପୁଡୁଚେରୀ ୪୫୪ ୧୨୫୨୫୮ ୫୦ ୧୮୫୨
୨୮ ପଞ୍ଜାବ ୨୨୬ ୫୮୫୩୫୮ ୨୭ ୧୬୫୫୧
୨୯ ରାଜସ୍ଥାନ ୩୬ ୯୪୫୪୦୫ ୮୯୫୪
୩୦ ସିକ୍କିମ୍ ୧୮୫ ୩୧୨୪୧ ୩୯୩
୩୧ ତାମିଲନାଡୁ ୧୩୭୯୦ ୨୬୪୨୦୩୯ ୧୪୧୨ ୩୫୯୬୮ ୨୦
୩୨ ତେଲେଙ୍ଗାନା ୩୯୬୭ ୬୬୧୮୨୯ ୧୮୩ ୩୯୪୩
୩୩ ତ୍ରିପୁରା ୧୦୫ ୮୩୪୪୮ ୮୧୬
୩୪ ଉତ୍ତରାଖଣ୍ଡ ୧୭୬ ୩୩୬୨୧୩ ୧୪ ୭୩୯୮
୩୫ ଉତ୍ତରପ୍ରଦେଶ ୧୦୭ ୧୬୮୭୦୬୨ ୧୪ ୨୨୮୯୯
୩୬ ପଶ୍ଚିମବଙ୍ଗ ୭୫୩୫ ୧୫୫୭୦୯୦ ୭୭୫ ୧୯୦୨୧ ୧୪
ମୋଟ ୧୭୫୭୪୫ ୩୩୫୧୪୪୪୯ ୧୮୬୪୧ ୪୫୩୦୪୨ ୨୩୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.