Home Top News ଆଜି (୨୨ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୩.୪୨ ଟଙ୍କା...

ଆଜି (୨୨ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୩.୪୨ ଟଙ୍କା – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

63

ନୂଆ ଦିଲ୍ଲୀ ୨୨ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍‌ ପରେ ପୁଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ୨୦ ତାରିଖଠାରୁ କ୍ରମାଗତ ତିନି ଦିନ ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୩୩ ରୁ ୩୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୫ ରୁ ୩୭ ପଇସା ବୃଦ୍ଧି ପାଇଛି।

ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୩.୪୨ ଟଙ୍କାରେ ପହଁଚିଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୬.୮୯ ୧୦୬.୫୪ ୦.୩୫
କୋଲକାତା ୧୦୭.୪୪ ୧୦୭.୧୧ ୦.୩୩
ମୁମ୍ବାଇ ୧୧୨.୭୮ ୧୧୨.୪୪ ୦.୩୪
ଚେନ୍ନାଇ ୧୦୪.୦୧ ୧୦୩.୭୧ ୦.୩
ଗୁରୁଗାଓଁ ୧୦୪.୪୯ ୧୦୪.୧୫ ୦.୩୪
ନୋଏଡା ୧୦୪.୨୧ ୧୦୩.୫୪ ୦.୬୭
ବାଙ୍ଗାଲୋର ୧୧୦.୬୧ ୧୧୦.୨୫ ୦.୩୬
ଭୁବନେଶ୍ୱର ୧୦୮.୦୨ ୧୦୭.୮୩ ୦.୧୯
ଚଣ୍ଡିଗଡ଼ ୧୦୨.୮୮ ୧୦୨.୫୪ ୦.୩୪
ହାଇଦ୍ରାବାଦ ୧୧୧.୧୮ ୧୧୦.୮୨ ୦.୩୬
ଜୟପୁର ୧୧୩.୭୫ ୧୧୩.୬୯ ୦.୦୬
ଲକ୍ଷ୍ନୌ ୧୦୩.୮୬ ୧୦୩.୫୨ ୦.୩୪
ପାଟନା ୧୧୦.୫୫ ୧୧୦.୧୯ ୦.୩୬
ତ୍ରୀଭେନ୍ଦ୍ରମ୍ ୧୦୯.୪୧ ୧୦୮.୯୯ ୦.୪୨
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୫.୬୨ ୯୫.୨୭ ୦.୩୫
କୋଲକାତା ୯୮.୭୩ ୯୮.୩୮ ୦.୩୫
ମୁମ୍ବାଇ ୧୦୩.୬୩ ୧୦୩.୨୬ ୦.୩୭
ଚେନ୍ନାଇ ୧୦୦.୦୧ ୯୯.୬୮ ୦.୩୩
ଗୁରୁଗାଓଁ ୯୬.୩୭ ୯୬.୦୨ ୦.୩୫
ନୋଏଡା ୯୬.୩୮ ୯୫.୭୩ ୦.୬୫
ବାଙ୍ଗାଲୋର ୧୦୧.୪୯ ୧୦୧.୧୨ ୦.୩୭
ଭୁବନେଶ୍ୱର ୧୦୪.୪୭ ୧୦୪.୨୫ ୦.୨୨
ଚଣ୍ଡିଗଡ଼ ୯୫.୩୩ ୯୪.୯୯ ୦.୩୪
ହାଇଦ୍ରାବାଦ ୧୦୪.୩୨ ୧୦୩.୯୪ ୦.୩୮
ଜୟପୁର ୧୦୫.୦୧ ୧୦୪.୯୧ ୦.୧
ଲକ୍ଷ୍ନୌ ୯୬.୦୭ ୯୫.୭୨ ୦.୩୫
ପାଟନା ୧୦୨.୩୧ ୧୦୧.୯୯ ୦.୩୨
ତ୍ରୀଭେନ୍ଦ୍ରମ୍ ୧୦୩.୦୩ ୧୦୨.୬ ୦.୪୩

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୯.୨୨ ୧୦୮.୯୧ ୦.୩୧
ବାଲେଶ୍ୱର ୧୦୮.୧୩ ୧୦୭.୬୪ ୦.୪୯
ବରଗଡ ୧୦୮.୭୯ ୧୦୮.୪୫ ୦.୩୪
ଭଦ୍ରକ ୧୦୮.୫୮ ୧୦୮.୨୭ ୦.୩୧
ଭୁବନେଶ୍ୱର ୧୦୮.୦୨ ୧୦୭.୮୩ ୦.୧୯
ବଲାଙ୍ଗୀର ୧୦୯.୮୬ ୧୧୦.୦୭ -୦.୨୧
ବୌଦ୍ଧ ୧୧୦.୫୪ ୧୦୯.୪୮ ୧.୦୬
କଟକ ୧୦୮.୧୯ ୧୦୭.୭୬ ୦.୪୩
ଦେବଗଡ଼ ୧୦୮.୮୨ ୧୦୮.୩ ୦.୫୨
ଢେଙ୍କାନାଳ ୧୦୮.୯ ୧୦୮.୬ ୦.୩
ଗଜପତି ୧୧୦.୩୧ ୧୦୯.୪୧ ୦.୯
ଗଞ୍ଜାମ ୧୦୯.୩୧ ୧୦୮.୪୧ ୦.୯
ଜଗତସିଂହପୁର ୧୦୮.୦୭ ୧୦୭ ୧.୦୭
ଯାଜପୁର ୧୦୮.୫୪ ୧୦୭.୮୮ ୦.୬୬
ଝାରସୁଗୁଡ଼ା ୧୦୭.୮୬ ୧୦୭.୫ ୦.୩୬
କଳାହାଣ୍ଡି ୧୧୧.୨୭ ୧୧୦.୯ ୦.୩୭
କନ୍ଧମାଳ ୧୧୦.୨୫ ୧୦୮.୯୫ ୧.୩
କେନ୍ଦ୍ରାପଡା ୧୦୭.୭୫ ୧୦୭.୧୫ ୦.୬
କେନ୍ଦୁଝର ୧୧୦.୧୬ ୧୦୯.୪୮ ୦.୬୮
ଖୋର୍ଦ୍ଧା ୧୦୮.୦୨ ୧୦୭.୮୩ ୦.୧୯
କୋରାପୁଟ ୧୧୨.୫୧ ୧୧୨.୩୩ ୦.୧୮
ମାଲକାନଗିରି ୧୧୩.୪୨ ୧୧୩.୦୭ ୦.୩୫
ମୟୁରଭଞ୍ଜ ୧୦୮.୧୮ ୧୦୭.୯୩ ୦.୨୫
ନବରଙ୍ଗପୁର ୧୧୨.୧୪ ୧୧୧.୭୧ ୦.୪୩
ନୟାଗଡ଼ ୧୦୮.୨୧ ୧୦୮.୨୪ -୦.୦୩
ନୂଆପଡ଼ା ୧୧୦.୬୮ ୧୧୦.୪୫ ୦.୨୩
ପୁରୀ ୧୦୭.୭ ୧୦୭.୫୩ ୦.୧୭
ରାୟଗଡ଼ା ୧୧୦.୬୭ ୧୧୧.୩୧ -୦.୬୪
ସମ୍ବଲପୁର ୧୦୮.୨୩ ୧୦୮.୧୫ ୦.୦୮
ସୋନପୁର ୧୦୯.୨୫ ୧୦୮.୯୯ ୦.୨୬
ସୁନ୍ଦରଗଡ ୧୦୮.୭୬ ୧୦୮.୪୮ ୦.୨୮
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୫.୬୩ ୧୦୫.୨୯ ୦.୩୪
ବାଲେଶ୍ୱର ୧୦୪.୬ ୧୦୪.୦୮ ୦.୫୨
ବରଗଡ ୧୦୫.୨୪ ୧୦୪.୮୭ ୦.୩୭
ଭଦ୍ରକ ୧୦୫.୦୩ ୧୦୪.୬୯ ୦.୩୪
ଭୁବନେଶ୍ୱର ୧୦୪.୪୭ ୧୦୪.୨୫ ୦.୨୨
ବଲାଙ୍ଗୀର ୧୦୬.୨୮ ୧୦୬.୪୩ -୦.୧୫
ବୌଦ୍ଧ ୧୦୬.୯ ୧୦୫.୮୪ ୧.୦୬
କଟକ ୧୦୪.୬୪ ୧୦୪.୧୯ ୦.୪୫
ଦେବଗଡ଼ ୧୦୫.୨୭ ୧୦୪.୭୩ ୦.୫୪
ଢେଙ୍କାନାଳ ୧୦୫.୩୨ ୧୦୪.୯୯ ୦.୩୩
ଗଜପତି ୧୦୬.୬୮ ୧୦୫.୭୭ ୦.୯୧
ଗଞ୍ଜାମ ୧୦୫.୭୨ ୧୦୪.୮୧ ୦.୯୧
ଜଗତସିଂହପୁର ୧୦୪.୫ ୧୦୩.୪୩ ୧.୦୭
ଯାଜପୁର ୧୦୪.୯୬ ୧୦୪.୨୮ ୦.୬୮
ଝାରସୁଗୁଡ଼ା ୧୦୪.୩୫ ୧୦୩.୯୬ ୦.୩୯
କଳାହାଣ୍ଡି ୧୦୭.୬୩ ୧୦୭.୨୩ ୦.୪
କନ୍ଧମାଳ ୧୦୬.୬୩ ୧୦୫.୩୪ ୧.୨୯
କେନ୍ଦ୍ରାପଡା ୧୦୪.୧୯ ୧୦୩.୫୮ ୦.୬୧
କେନ୍ଦୁଝର ୧୦୬.୫୨ ୧୦୫.୮୩ ୦.୬୯
ଖୋର୍ଦ୍ଧା ୧୦୪.୪୭ ୧୦୪.୨୫ ୦.୨୨
କୋରାପୁଟ ୧୦୮.୮୩ ୧୦୮.୬୧ ୦.୨୨
ମାଲକାନଗିରି ୧୦୯.୭୧ ୧୦୯.୩୨ ୦.୩୯
ମୟୁରଭଞ୍ଜ ୧୦୪.୬୫ ୧୦୪.୩୭ ୦.୨୮
ନବରଙ୍ଗପୁର ୧୦୮.୪୭ ୧୦୮.୦୧ ୦.୪୬
ନୟାଗଡ଼ ୧୦୪.୬୬ ୧୦୪.୬୪ ୦.୦୨
ନୂଆପଡ଼ା ୧୦୭.୦୭ ୧୦୬.୮ ୦.୨୭
ପୁରୀ ୧୦୪.୧୭ ୧୦୩.୯୬ ୦.୨୧
ରାୟଗଡ଼ା ୧୦୭.୦୩ ୧୦୭.୬୧ -୦.୫୮
ସମ୍ବଲପୁର ୧୦୪.୭୧ ୧୦୪.୫୮ ୦.୧୩
ସୋନପୁର ୧୦୫.୬୯ ୧୦୫.୩୯ ୦.୩
ସୁନ୍ଦରଗଡ ୧୦୫.୨୧ ୧୦୪.୯୧ ୦.୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.