Home Top News ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୨୮୮ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୨୮୮ ନୂଆ ଆକ୍ରାନ୍ତ ଚିହ୍ନଟ, ୧୦ ମୃତ

31

ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୨୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୯,୬୩୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୬୩,୯୪୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୦୪୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୦୭,୬୮୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୭୬୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୧୦୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୫%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୦, ୫୦, ୮୬, ୭୦୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୯୦, ୯୧୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୭ ୧୨୯
ଆନ୍ଧ୍ରପ୍ରଦେଶ ୪୯ ୨୩୦୪୯୬୮ ୧୦ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୨୦୧ ୨୯୬
ଆସାମ ୭୧୬୨୨୮ ୭୯୮୬
ବିହାର ୬୦ ୮୧୮୩୧୭ ୧୨୨୫୬
ଚଣ୍ଡିଗଡ଼ ୭୮ ୯୦୯୧୩ ୧୧୬୫
ଛତିଶଗଡ ୩୭ ୧୧୩୮୨୪୭ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୩୬୯ ୧୮୬୩୫୦୨ ୧୩୬୬ ୨୬୧୮୨
୧୦ ଗୋଆ ୬୧ ୨୪୧୬୧୩ ୩୮୩୨
୧୧ ଗୁଜୁରାଟ ୧୫୨ ୧୨୧୩୪୩୪ ୧୮ ୧୦୯୪୪
୧୨ ହରିୟାଣା ୨୫୬୦ ୯୮୩୭୯୫ ୫୧୧ ୧୦୬୨୦
୧୩ ହିମାଚଳ ପ୍ରଦେଶ ୫୧ ୨୮୦୬୮୯ ୪୧୩୪
୧୪ ଜାମ୍ମୁ କାଶ୍ମୀର ୫୬ ୪୪୯୩୦୬ ୪୭୫୧
୧୫ ଝାଡଖଣ୍ଡ ୩୭ ୪୨୯୯୧୭ ୫୩୧୭
୧୬ କର୍ଣ୍ଣାଟକ ୧୯୨୫ ୩୯୦୬୮୦୭ ୧୨୮ ୪୦୧୦୫
୧୭ କେରଳ ୩୦୧୪ ୬୪୭୨୨୭୭ ୩୩୦ ୬୯୨୭୭
୧୮ ଲଦାଖ ୨୮୦୧୮ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୯୯ ୧୦୩୦୭୮୩ ୧୯ ୧୦୭୩୫
୨୧ ମହାରାଷ୍ଟ୍ର ୧୩୪୩ ୭୭୩୦୨୦୯ ୮୨ ୧୪୭୮୪୭
୨୨ ମଣିପୁର ୧୩୫୧୦୦ ୨୧୨୦
୨୩ ମେଘାଳୟ ୧୦ ୯୨୨୦୭ ୧୫୯୩
୨୪ ମିଜୋରାମ ୨୦୧ ୨୨୬୮୬୩ ୫୯ ୬୯୭
୨୫ ନାଗାଲାଣ୍ଡ ୩୪୭୨୯ ୭୬୦
୨୬ ଓଡ଼ିଶା ୨୦୭ ୧୨୭୮୮୭୭ ୧୪ ୯୧୨୬
୨୭ ପୁଡୁଚେରୀ ୧୬୩୮୨୮ ୧୯୬୨
୨୮ ପଞ୍ଜାବ ୨୭୪ ୭୪୧୯୦୫ ୩୫ ୧୭୭୫୧
୨୯ ରାଜସ୍ଥାନ ୬୦୫ ୧୨୭୪୧୬୫ ୩୫ ୯୫୫୩
୩୦ ସିକ୍କିମ୍ ୩୮୭୦୧ ୪୫୨
୩୧ ତାମିଲନାଡୁ ୪୫୪ ୩୪୧୫୯୧୨ ୬୨ ୩୮୦୨୫
୩୨ ତେଲେଙ୍ଗାନା ୩୮୩ ୭୮୭୮୬୭ ୩୨ ୪୧୧୧
୩୩ ତ୍ରିପୁରା ୯୯୯୫୯ ୯୨୩
୩୪ ଉତ୍ତରାଖଣ୍ଡ ୫୦୧ ୪୨୯୪୨୬ ୭୬୯୩
୩୫ ଉତ୍ତରପ୍ରଦେଶ ୧୫୬୭ ୨୦୫୧୫୦୩ ୨୫୮ ୨୩୫୧୦
୩୬ ପଶ୍ଚିମବଙ୍ଗ ୪୦୮ ୧୯୯୬୯୮୯ ୩୯ ୨୧୨୦୩
ମୋଟ ୧୯୬୩୭ ୪୨୫୬୩୯୪୯ ୩୦୪୪ ୫୨୪୧୦୩ ୧୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.