Home Coronavirus Outbreak ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୧୦୩ ନୂଆ...

ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୧୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧ ମୃତ

35

ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୧୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୧୧,୭୧୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୮,୬୫,୫୧୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୩,୯୨୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୪% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୫,୦୨,୪୨୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨,୧୪୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୧୯୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୬%

ଆରୋଗ୍ୟ ହୋଇଛନ୍ତି ୯୮.୫୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୭, ୯୫, ୭୨, ୯୬୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୦, ୧୦, ୬୫୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୧ ୧୦୦୦୮ ୧୨୯
ଆନ୍ଧ୍ରପ୍ରଦେଶ ୧୦୪୫ ୨୩୦୬୧୮୦ ୯୨ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୨୦ ୨୯୬
ଆସାମ ୫୫୦ ୭୧୬୪୯୮ ୨୮ ୭୯୮୮
ବିହାର ୧୧୧୫ ୮୧୯୭୯୭ ୧୪୧ ୧୨୨୬୦
ଚଣ୍ଡିଗଡ଼ ୪୯୧ ୯୨୩୧୧ ୯୮ ୧୧୬୫
ଛତିଶଗଡ ୧୦୪୦ ୧୧୩୯୫୫୮ ୧୦୪ ୧୪୦୩୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୭ ୧୧୪୬୩
ଦିଲ୍ଲୀ ୩୪୧୦ ୧୯୦୬୬୮୯ ୯୬୯ ୨୬୨୬୬
୧୦ ଗୋଆ ୧୦୭୪ ୨୪୪୦୯୦ ୧୧୨ ୩୮୩୮
୧୧ ଗୁଜୁରାଟ ୩୪୭୮ ୧୨୧୮୮୧୭ ୩୯୧ ୧୦୯୪୭
୧୨ ହରିୟାଣା ୨୫୫୫ ୧୦୦୩୭୦୧ ୩୬୬ ୧୦୬୨୪
୧୩ ହିମାଚଳ ପ୍ରଦେଶ ୬୭୧ ୨୮୧୫୫୯ ୪୬ ୪୧୪୧
୧୪ ଜାମ୍ମୁ କାଶ୍ମୀର ୫୬୧ ୪୪୯୯୪୦ ୫୮ ୪୭୫୬
୧୫ ଝାଡଖଣ୍ଡ ୩୨୭ ୪୩୦୩୭୮ ୬୫ ୫୩୨୦
୧୬ କର୍ଣ୍ଣାଟକ ୬୪୪୦ ୩୯୨୪୯୦୦ ୬୬୮ ୪୦୧୧୯
୧୭ କେରଳ ୨୯୫୦୫ ୬୫୪୬୭୬୬ ୩୭୪୯ ୭୦୦୩୭ ୧୪
୧୮ ଲଦାଖ ୧୧୧ ୨୮୧୨୫ ୨୨୮
୧୯ ଲକ୍ଷଦୀପ ୧୧୩୫୬ ୫୨
୨୦ ମଧ୍ୟପ୍ରଦେଶ ୬୩୬ ୧୦୩୩୨୨୪ ୬୨ ୧୦୭୪୩
୨୧ ମହାରାଷ୍ଟ୍ର ୨୩୪୪୭ ୭୮୧୦୯୫୩ ୩୫୧୫ ୧୪୭୯୩୪
୨୨ ମଣିପୁର ୩୧ ୧୩୫୧୩୦ ୨୧୨୦
୨୩ ମେଘାଳୟ ୧୦୨ ୯୨୩୦୭ ୧୫୯୪
୨୪ ମିଜୋରାମ ୨୬୯ ୨୨୮୧୮୯ ୪୬ ୭୦୪
୨୫ ନାଗାଲାଣ୍ଡ ୩୪୭୪୬ ୭୬୧
୨୬ ଓଡ଼ିଶା ୧୦୧୭ ୧୨୮୦୦୪୯ ୧୩୯ ୯୧୨୬
୨୭ ପୁଡୁଚେରୀ ୪୫୨ ୧୬୪୩୧୨ ୫୧ ୧୯୬୨
୨୮ ପଞ୍ଜାବ ୧୧୧୯ ୭୪୪୩୮୩ ୨୦୩ ୧୭୭୭୮
୨୯ ରାଜସ୍ଥାନ ୯୧୩ ୧୨୭୮୧୮୩ ୧୪୦ ୯୫୬୬
୩୦ ସିକ୍କିମ୍ ୪୩ ୩୮୭୫୧ ୪୫୪
୩୧ ତାମିଲନାଡୁ ୧୩୩୧୯ ୩୪୨୮୭୫୮ ୧୩୭୨ ୩୮୦୨୬
୩୨ ତେଲେଙ୍ଗାନା ୪୭୮୪ ୭୯୩୦୨୭ ୪୩୪ ୪୧୧୧
୩୩ ତ୍ରିପୁରା ୧୫ ୯୯୯୭୨ ୯୨୩
୩୪ ଉତ୍ତରାଖଣ୍ଡ ୭୯୭ ୪୩୦୩୦୮ ୨୭ ୭୬୯୬
୩୫ ଉତ୍ତରପ୍ରଦେଶ ୩୦୨୯ ୨୦୬୪୭୨୦ ୫୪୦ ୨୩୫୪୦
୩୬ ପଶ୍ଚିମବଙ୍ଗ ୯୨୯୦ ୨୦୦୨୧୫୧ ୪୮୩ ୨୧୨୨୨
ମୋଟ ୧୧୧୭୧୧ ୪୨୮୬୫୫୧୯ ୧୩୯୨୯ ୫୨୫୧୯୯ ୩୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.