Home Top News ଦେଶରେ ଆଜି ବଢ଼ିଲା ଦୈନିକ କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୧୯...

ଦେଶରେ ଆଜି ବଢ଼ିଲା ଦୈନିକ କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୧୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୯ ମୃତ

76

ନୂଆ ଦିଲ୍ଲୀ ୧୧-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୪,୫୫୫ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୮,୨୨,୪୯୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୩,୮୨୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୫% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୪,୫୨,୧୬୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪,୯୫୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୧୧୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୪%

ଆରୋଗ୍ୟ ହୋଇଛନ୍ତି ୯୮.୫୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୭, ୬୧, ୯୧, ୫୫୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୪, ୧୭, ୨୧୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୬, ୨୩, ୭୫, ୪୮୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୫୨, ୪୩୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୨ ୯୯୮୬ ୧୨୯
ଆନ୍ଧ୍ରପ୍ରଦେଶ ୭୫୫ ୨୩୦୫୮୯୩ ୭୫ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୮ ୨୯୬
ଆସାମ ୩୯୫ ୭୧୬୪୦୫ ୪୦ ୭୯୮୮
ବିହାର ୯୩୪ ୮୧୯୩୮୮ ୧୩୦ ୧୨୨୫୯
ଚଣ୍ଡିଗଡ଼ ୫୬୮ ୯୨୦୫୨ ୩୬ ୧୧୬୫
ଛତିଶଗଡ ୮୬୧ ୧୧୩୯୨୮୨ ୧୧୬ ୧୪୦୩୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୪ ୧୧୪୫୬
ଦିଲ୍ଲୀ ୪୩୨୫ ୧୯୦୩୪୨୩ ୧୨୬୫ ୨୬୨୬୧
୧୦ ଗୋଆ ୯୮୨ ୨୪୩୭୨୦ ୧୫୧ ୩୮୩୮
୧୧ ଗୁଜୁରାଟ ୨୯୧୪ ୧୨୧୭୬୨୩ ୪୦୮ ୧୦୯୪୬
୧୨ ହରିୟାଣା ୨୬୫୫ ୧୦୦୨୨୨୨ ୬୧୨ ୧୦୬୨୪
୧୩ ହିମାଚଳ ପ୍ରଦେଶ ୫୦୭ ୨୮୧୪୧୩ ୩୯ ୪୧୪୧
୧୪ ଜାମ୍ମୁ କାଶ୍ମୀର ୪୪୭ ୪୪୯୮୦୩ ୩୧ ୪୭୫୬
୧୫ ଝାଡଖଣ୍ଡ ୨୮୪ ୪୩୦୨୫୪ ୩୯ ୫୩୨୦
୧୬ କର୍ଣ୍ଣାଟକ ୫୭୦୭ ୩୯୨୨୫୪୧ ୧୧୫୪ ୪୦୧୧୭
୧୭ କେରଳ ୨୮୮୬୦ ୬୫୩୫୮୬୯ ୩୬୬୮ ୬୯୯୯୩ ୧୭
୧୮ ଲଦାଖ ୭୮ ୨୮୧୦୫ ୧୧ ୨୨୮
୧୯ ଲକ୍ଷଦୀପ ୧୧୩୫୩ ୫୨
୨୦ ମଧ୍ୟପ୍ରଦେଶ ୪୯୦ ୧୦୩୩୦୧୨ ୫୭ ୧୦୭୪୧
୨୧ ମହାରାଷ୍ଟ୍ର ୨୫୭୩୫ ୭୭୯୮୮୧୭ ୩୬୯୬ ୧୪୭୯୨୨
୨୨ ମଣିପୁର ୧୮ ୧୩୫୧୨୮ ୨୧୨୦
୨୩ ମେଘାଳୟ ୬୫ ୯୨୨୮୮ ୧୫୯୪
୨୪ ମିଜୋରାମ ୨୬୧ ୨୨୮୦୮୪ ୭୦୩
୨୫ ନାଗାଲାଣ୍ଡ ୩୪୭୪୪ ୭୬୧
୨୬ ଓଡ଼ିଶା ୬୨୭ ୧୨୭୯୮୪୯ ୫୫ ୯୧୨୬
୨୭ ପୁଡୁଚେରୀ ୩୦୪ ୧୬୪୧୭୨ ୨୩ ୧୯୬୨
୨୮ ପଞ୍ଜାବ ୧୦୭୯ ୭୪୩୯୦୩ ୧୨୫ ୧୭୭୭୩
୨୯ ରାଜସ୍ଥାନ ୯୩୯ ୧୨୭୭୮୨୫ ୧୦୫ ୯୫୬୪
୩୦ ସିକ୍କିମ୍ ୨୬ ୩୮୭୪୪ ୪୫୪
୩୧ ତାମିଲନାଡୁ ୧୦୦୩୩ ୩୪୨୫୦୫୭ ୭୬୪ ୩୮୦୨୬
୩୨ ତେଲେଙ୍ଗାନା ୪୪୨୧ ୭୯୧୯୪୪ ୨୩୬ ୪୧୧୧
୩୩ ତ୍ରିପୁରା ୯୯୯୭୧ ୯୨୩
୩୪ ଉତ୍ତରାଖଣ୍ଡ ୭୮୭ ୪୩୦୧୮୦ ୨୯ ୭୬୯୬
୩୫ ଉତ୍ତରପ୍ରଦେଶ ୩୫୪୧ ୨୦୬୨୯୭୧ ୬୩୫ ୨୩୫୩୮
୩୬ ପଶ୍ଚିମବଙ୍ଗ ୫୮୮୫ ୨୦୦୦୭୯୮ ୨୯୬ ୨୧୨୧୮
ମୋଟ ୧୦୪୫୫୫ ୪୨୮୨୨୪୯୩ ୧୩୮୨୭ ୫୨୫୧୧୬ ୩୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.